Latest Odisha News

BREAKING NEWS

ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା; ୧୮କାଉଡ଼ିଆ ମୃତ, ୧୨ ଗୁରୁତର

ଦେଓଘର: ଝାଡ଼ଖଣ୍ଡର ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା । କାଉଡ଼ିଆଙ୍କୁ ନେଇଯାଉଥିବା ବସ୍‌ କୁ ଧକ୍କା ଦେଲା ଟ୍ରକ୍ ଫଳରେ ୧୮ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ୧୨ରୁ ଅଧିକ କାଉଡିଆ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ…

‘ଯୁଦ୍ଧ ଶେଷ କରିବାକୁ ରୁଷ ପାଖରେ ମାତ୍ର ୧୦-୧୨ ଦିନ’, ଶେଷ ଚେତାବନୀ ଦେଲେ ଟ୍ରମ୍ପ….

ନୂଆଦିଲ୍ଲୀ: ୟୁକ୍ରେନରେ ରକ୍ତପାତ ବନ୍ଦ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶେଷ ଅଲ୍ଟିମେଟମ୍ ଦେଇଛନ୍ତି। ପୁଟିନଙ୍କ ପାଖରେ ଏହି ସଂଘର୍ଷ ବନ୍ଦ୍ କରିବା ପାଇଁ ମାତ୍ର ୧୦ ରୁ ୧୨ ଦିନ ସମୟ ଅଛି ବୋଲି ଚେତାବନୀ ଦେଇଛନ୍ତି…

ବେଜିଂରେ ପ୍ରବଳ ବର୍ଷା; ୩୦ରୁ ଅଧିକଙ୍କ ପ୍ରଣହାନୀ, ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ

ବେଜିଂ: ଚୀନର ରାଜଧାନୀ ବେଜିଂର ଉତ୍ତର ଉପକଣ୍ଠରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଚୀନର ଗଣମାଧ୍ୟମ ଅନୁଯାୟୀ, ରାଜଧାନୀରେ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ଏବଂ ୧୩୬ରୁ ଉର୍ଦ୍ଧ୍ବ…

କେରଳୀ ନର୍ସ ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍; ଆଜୀବନ ଭୋଗିପାରନ୍ତି ଜେଲ୍ ଦଣ୍ଡ!

ସାନା: ୟେମେନ୍‌ରେ କେରଳୀ ନର୍ସ ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍ । ଏନେଇ 'ଗ୍ରାଣ୍ଡ୍ ମୁଫ୍‌ତି ଅଫ୍‌ ଇଣ୍ଡିଆ' ଅଫିସ୍‌ ପକ୍ଷରୁ ଘୋଷଣା କରାଯାଇଛି । ୟେମେନର ରାଜଧାନୀ ସାନାରେ ଏକ ହାଇ ଲେଭଲ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୟେମେନ୍‌ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ…

ନ୍ୟୁୟର୍କର ମାନହାଟନରେ ଆଖିବୁଜା ଗୁଳିମାଡ଼; ପୋଲିସ ଅଫିସରଙ୍କ ସମେତ ୫ ମୃତ, ୪ ଆହତ

ନ୍ୟୁୟର୍କ: ଆମେରିକାରେ ୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣା ସାମ୍ନାକୁ ଆସିଛି । ନ୍ୟୁୟର୍କର ମିଡଟାଉନ୍ ମାନହାଟନର ଏକ କାସିନୋ ବାହାରେ ମଙ୍ଗଳବାର ଆଖିବୁଜା ଗୁଳି ଚଳନା ହୋଇଥିଲା । ଯେଉଁଥିରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଥିବାବେଳେ, ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକର ବି ମୃତ୍ୟୁ…

ଏମ୍ସରେ ଅସଦାଚରଣ ଘଟଣା; ନର୍ସିଂ ଅଫିସର୍ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀ ଗିରଫ । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ସୋମବାର ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ । ଏନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେଇ…

ସକାଳେ ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗ ପତ୍ର, ସ୍ୱାସ୍ଥ୍ୟ ଲାଭ ଜାଣିଲେ ହେବେ ଚକିତ…

ଭୁବନେଶ୍ବର:ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଏହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ। ଏଥିରେ ଭିଟାମିନ୍ ଏ,ବି,ସି,ଇ,କ୍ୟାଲସିୟମ,ଫସଫରସ୍ ଏବଂ ଆଇରନ୍ ଭଳି ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ତେବେ ଭୃସଙ୍ଗ ପତ୍ର…

ନିମିଶା ପ୍ରିୟାକୁ ବଞ୍ଚାଇବା ପାଇଁ ସ୍ବାମୀ ଓ ଝିଅଙ୍କ ନିବେଦନ…

ସାନା: ୟେମେନରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାକୁ ବଞ୍ଚାଇବା ପାଇଁ ବର୍ତ୍ତମାନ୍ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ପ୍ରୟାସ ଚାଲିଛି। ତେବେ ତାଙ୍କ ବଞ୍ଚିବା ନେଇ ଏବେ ମଧ୍ୟ ତାଙ୍କ ପରିବାର ଆଶାବାଦୀ ଥିବା ବେଳେ ତାଙ୍କ ୧୩ ବର୍ଷୀୟ ଝିଅ ମିଶେଲ ଏବେ ୟେମେନର…

ଚଳନ୍ତା ଗାଡିରେ ରୋମାନ୍ସ କରି ହଟହଟା ହେଲେ ଯୁବକ; କଟିଲା ୧୬ ହଜାର ଟଙ୍କାର ଚାଲାଣ

କଟକ: ରିଲ୍ସ କରିବା ନିଶା ଏବେ ସମାଜକୁ ଧିରେ ଧିରେ ଅଧପତନ ଆଡକୁ ନେଇଯାଉଛି । ସେ ପିଲା ହୁଅନ୍ତୁ ବା ଯୁବକ କିମ୍ବା ବୟସ୍କ ସମସ୍ତଙ୍କୁ ରିଲ୍ସ ନାମକ ବ୍ୟାଧି ଗ୍ରାସିବାରେ ଲାଗିଛି । ଏନେକ ସମୟରେ ଏପରି ରିଲ୍ସ ମାନ ସାମ୍ନାକୁ ଆସୁଛି ଯାହା ଏତେ ବିପଦପୂର୍ଣ୍ଣ ଯେ, ଦେଖିଲେ ଭୟରେ ଛାତି ଥରିଯିବ…

କୁତ୍ତା ବାବୁର ପୁଅ ଡଗ ବାବୁ; କୁକୁରକୁ ମିଳିଲା ରେଶିଡେନ୍ସ ସାର୍ଟିଫିକେଟ…

ପାଟଣା: ଆଗକୁ ଆସୁଥିବା ବିହାର ନିର୍ବାଚନ ପାଇଁ ବର୍ତ୍ତମାନ୍ ନିର୍ବାଚନ କମିଶନରଙ୍କ ତରଫରୁ ଭୋଟର ପ୍ରମାଣପତ୍ର ସଂଶୋଧନ କାର୍ଯ୍ୟ ଚାଲିଛି। ତେବେ ଏହା ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପାଟନା ଜିଲ୍ଲାର ମସୌର୍ହି ବ୍ଲକରେ ଏକ…