ମହାନଦୀକୁ ଡେଇଁପଡ଼ିଥିଲେ ନବମ ଶ୍ରେଣୀ ଛାତ୍ରୀ, ଅଳ୍ପକେ ବର୍ତ୍ତିଲେ
ସମ୍ବଲପୁର: ସମ୍ବଲପୁରର ଚୌରାପୁର ସେତୁ ନିକଟରୁ ରବିବାର ପ୍ରତ୍ୟୁଷରେ ମହାନଦୀକୁ ଡେଇଁପଡ଼ିଥିଲେ ନବମ ଶ୍ରେଣୀ ଛାତ୍ରୀ। ଏହାର କିଛି ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।
ଅରିତା ବିସି ନାମକ ଏହି ଯୁବତୀଙ୍କୁ ଗୋବିନ୍ଦତୋଲା ସେତୁ ନିକଟରେ ପ୍ରାୟ ୨…