Spend Money In Air: ପବନରେ ୧୯ ହଜାର ଟଙ୍କା ଉଡାଇ ଦେଲେ ପର୍ଯ୍ୟଟକ….ଲୋକେ କାବା…ଭାଇରାଲ ହେଉଛି ଭିଡିଓ
ସିମଲା: ହିମାଚଳ ପ୍ରଦେଶର ସିମଲାରେ ଜଣେ ବ୍ୟକ୍ତି ହଜାର ହଜାର ଟଙ୍କା ପବନରେ ଉଡ଼ାଇ ଦେଇଛନ୍ତି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ନୋଟ୍ ଉଡାଇବାର ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସିମଲାର ରିଜ୍ ଗ୍ରାଉଣ୍ଡର। ପୋଲିସଠାରୁ ମିଳିଥିବା ସୂଚନା…