ପାକ୍ ସେନା ମୁଖ୍ୟଙ୍କ ସହ ରୁଦ୍ଧଦ୍ବାର ମଧ୍ୟାହ୍ନ ଭୋଜନ କରିବେ ଟ୍ରମ୍ପ
ନୂଆଦିଲ୍ଲୀ: ଏବେ ପାକିସ୍ତାନ ଆଡକୁ ଢଳୁଛି ଆମେରିକା । ଗୋଟେପଟେ ପାକିସ୍ତାନ ସେନାମୁଖ୍ୟଙ୍କୁ ଆମେରିକା ସେନା ପରେଡ୍ ନିମନ୍ତ୍ରଣ ନେଇ ପ୍ରତ୍ୟାଖ୍ୟାନ କରିବାର କିଛି ଦିନ ପରେ, ଟ୍ରମ୍ପ ପାକ୍ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟାହ୍ନ ଭୋଜନରେ ଭେଟିବେ । ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ…