ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ: ଚୂଡାନ୍ତ ହେଲା ୧୬ ଟିମ
ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ପାଇଁ ୧୬ ଟିମ ଚୂଡାନ୍ତ ହୋଇଛି । କ୍ୱାଲିଫାୟରରେ ଚମତ୍କାର ପ୍ରଦର୍ଶନ କରି ଆମେରିକା ଶେଷ ଟିମ ଭାବେ ଯୋଗ୍ୟତା ଅର୍ଜନ କରିଛି । ଆମେରିକା ଏ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । କାନାଡା, ବରମୁଡା ଓ ଆର୍ଜେଂଟିନା ବିପକ୍ଷରେ ଦଳ…