ପାକିସ୍ତାନରେ ଭଗବାନ କୃଷ୍ଣଙ୍କ ସବୁଠାରୁ ବଡ଼ ମନ୍ଦିର: ମହାଆଡମ୍ବରରେ ପାଳିତ ହୁଏ ଜନ୍ମାଷ୍ଟମୀ….
ନୂଆଦିଲ୍ଲୀ: ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପର୍ବ ମହା ଆଡମ୍ବରରେ ପାଳନ କରାଯାଉଛି । ଏହା ଏକ ପର୍ବ ଯାହାକୁ ସାରା ବିଶ୍ୱରେ ହିନ୍ଦୁ ଧର୍ମର ଲୋକମାନେ ପାଳନ କରନ୍ତି। ବିଦେଶରେ ରହୁଥିବା ଲୋକମାନେ ମଧ୍ୟ ଭାରତୀୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଜନ୍ମାଷ୍ଟମୀ ପର୍ବକୁ ବହୁତ ଉତ୍ସାହର ସହିତ…