ପାଇଲଟଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ଟଳିଲା ବିପଦ; ଜାତୀୟ ରାଜପଥରେ ହେଲିକପ୍ଟରର ଜରୁରୀ ଅବତରଣ
ଉତ୍ତରାଖଣ୍ଡ: ଟଳିଲା ବଡ ବିପଦ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉକ୍ତ ହେଲିକପ୍ଟରଟି କେଦାରନାଥ ଜାତୀୟ ରାଜପଥର ବଡାସୁ ନିକଟରେ ଜରୁରୀକାଳୀନ ଅବତରଣ କରିଛି । ଆଜି କେଦାରନାଥ ପାଇଁ ହେଲିକପ୍ଟରଟି ବଡାସୁ ହେଲିପ୍ୟାଡରୁ ଉଡ଼ାଣ ଆରମ୍ଭ କରିଥିଲା। ଏହି ହେଲିକପ୍ଟରରେ ପାଇଲଟଙ୍କ ସମେତ…