ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଇଡିର ସମନ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
ନୂଆଦିଲ୍ଲୀ: ବେଟିଂ ଆପ୍ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ସମନ। ଆଜି ଦିଲ୍ଲୀ ଅଫିସରେ ହାଜର ହେବାକୁ ଇଡିର ସମନ। 1xBet (ୱାନଏକ୍ସ ବେଟ) ବେଟିଂ ଆପ୍ ମାମଲାର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ତଦନ୍ତ ଦିଲ୍ଲୀର ED ମୁଖ୍ୟାଳୟରେ ହେବ, ଯେଉଁଠାରେ ସୁରେଶ…