ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଜଣେ ଗିରଫ
ଭଦ୍ରକ: ହାୱଡା ଯାଉଥିବା ୧୨୦୭୪ ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଭଦ୍ରକ ରେଳ ସୁରକ୍ଷା ବଳ (ଆରପିଏଫ୍) ଜଣକୁ ଗିରଫ କରିଛି।
ଜୁନ୍ ୨୭ ସକାଳ ୮ଟା ୧୫ ମିନିଟ୍ ସମୟରେ ଖୋର୍ଦ୍ଧା ରୋଡ ଡିଭିଜନାଲ ସିକ୍ୟୁରିଟି କଣ୍ଟ୍ରୋଲ ପକ୍ଷରୁ ରେଳ ମଦଦ୍ ମାଧ୍ୟମରେ ଏକ ଅଭିଯୋଗ ଆସିଥିଲା।…