Latest Odisha News

BREAKING NEWS

ନେଲପଲିସ୍ ପସନ୍ଦ କରୁଥିବା ମହିଳାମାନେ ହୋଇଯାଆନ୍ତୁ ସତର୍କ; ଏହା କର୍କଟ ରୋଗର…

ଭୁବନେଶ୍ବର: ଆଜିକାଲି ନେଲପଲିସ୍ ଲଗାଇବା ମହିଳାମାନଙ୍କ ପାଇଁ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ପାଲଟିଛି। ପୂର୍ବରୁ ଏହାକୁ ଏକ ଫ୍ୟାଶନ୍ ହିସାବରେ ଦେଖାଯାଉଥିଲା । କିଛି ଝିଅଙ୍କର ପ୍ରତିଦିନ ଭିନ୍ନ ଭିନ୍ନ ନେଲପଲିସ୍ ଲଗାଇବାର ଅଭ୍ୟାସ ଥାଏ। କିନ୍ତୁ ସେ ଜାଣନ୍ତି ନାହିଁ ଯେ ନେଲପଲିସରେ ଏପରି…

ପଟ୍ଟାମୁଣ୍ଡାଇ ଘଟଣା: ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଲେ ମୃତ ଯୁବତୀଙ୍କ ବାପା

କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇରେ ଜିଅନ୍ତା ଜଳି ଯୁବତୀଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସୂଚନାନୁସାରେ ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା । ମାନସିକ ନିର୍ଯାତନାରୁ ଯୁବତୀଙ୍କ ମୃତ୍ୟୁ…

ଫୋବିଆ ସବୁଦିନ ପାଇଁ ଠିକ୍ ହୋଇପାରିବ କି?

ଭୁବନେଶ୍ବର:କିଏ ଅବା ଭୟ କରେ ନାହିଁ? ସମସ୍ତେ ଭୟ କରନ୍ତି, କିନ୍ତୁ କିଛି ଲୋକଙ୍କ ଭୟ ଏକ ସୀମା ଅତିକ୍ରମ କରିଯାଏ ଯାହାକୁ ଫୋବିଆ କୁହାଯାଏ। ଫୋବିଆ ଏକ ସାଧାରଣ ଭୟ ନୁହେଁ, ଏହା ଏକ ମାନସିକ ଅବସ୍ଥା। କେତେକ ସମୟରେ ଆମେ କୌଣସି ଜିନିଷକୁ ବହୁତ ଭୟ କରୁ। ଯେପରିକି କିଛି ଲୋକ ଉଚ୍ଚତାକୁ ଭୟ…

ଖାଲି ପେଟରେ ପିଜୁଳି ପତ୍ର ଖାଇଲେ ମିଳେ ଏହି ସବୁ ଲାଭ…

ଭୁବନେଶ୍ବର:ପିଜୁଳି ଏକ ଏପରି ଫଳ ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ପିଜୁଳିରେ ମାଙ୍ଗାନିଜ୍, ପୋଟାସିୟମ୍, ଭିଟାମିନ୍, ଭିଟାମିନ୍ ସି, ଖଣିଜ ପଦାର୍ଥ, ଲାଇକୋପିନ୍, ଫାଇବର ଭଳି ଗୁଣ ରହିଛି। ଆୟୁର୍ବେଦରେ ମଧ୍ୟ ପିଜୁଳିର ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି। କେବଳ ପିଜୁଳି ନୁହେଁ, ଏହାର…

‘ଆଞ୍ଚଳିକ ଉପନ୍ୟାସ ପ୍ରତି ଗଣେଶ୍ବର ମିଶ୍ରଙ୍କ ଅବଦାନ ଅନନ୍ୟ’

ଭୁବନେଶ୍ବର: ଶନିବାର ସଂଧ୍ୟାରେ ଭୁବନେଶ୍ବର ବୁଦ୍ଧ ମନ୍ଦିର ପରିସରରେ ପ୍ରଫେସର ଗଣେଶ୍ଵର ମିଶ୍ରଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସାମାଜିକ ତଥା ସାଂସ୍କୃତିକ ପ୍ରତିଷ୍ଠାନ 'ସତୀର୍ଥ' ପକ୍ଷରୁ ଆୟୋଜିତ ଏହି ସ୍ମୃତିସଭାରେ ପ୍ରଫେସର ଶ୍ରୀ ଗଣେଶ୍ବର ମିଶ୍ରଙ୍କ…

ଭଉଣୀ ହାତ ଦେଇଥିଲା, ରାକ୍ଷୀ ବାନ୍ଧି ଋଣ ସୁଝିଲେ ମୁସଲିମ ଝିଅ

ନୂଆଦିଲ୍ଲୀ: ରକ୍ଷାବନ୍ଧନର ପର୍ବ ସମସ୍ତ ଭାଇ ଭଉଣୀଙ୍କ ପାଇଁ ବହୁତ ସ୍ୱତନ୍ତ୍ର। ଯେତେବେଳେ ଜଣେ ମୁସଲିମ ଝିଅ ଅନମତା ଅହମ୍ମଦ ହିନ୍ଦୁ ପୁଅ ଶିବମ ମିସ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ, ସେତେବେଳେ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖି ଲୁହରେ ଭିଜି ଯାଇଥିଲା। ଏହି ଦୁଇ…

ପୁଣି ଏକାଠି ହେବେ ବଲିଉଡର ହିଟ୍ ଯୋଡ଼ି ସଲମାନ ଓ ସୂରଜ…

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ମଧ୍ୟରୁ ଜଣେ ହେଉଛନ୍ତି ସଲମାନ ଖାନ ଏବଂ ସୂରଜ ବରଜାତ୍ୟା। ଦୁହେଁ ପୁଣି ଥରେ ଏକାଠି ହେବାକୁ ସଜବାଜ ହେଉଛନ୍ତି। ୯୦ ଦଶକରୁ ଏହି ଯୋଡ଼ି 'ହମ୍ ଆପକେ ହେ କୌନ୍', 'ହମ୍ ସାଥ୍ ସାଥ୍ ହେ' ଏବଂ 'ପ୍ରେମ୍ ରତନ ଧନ ପାୟୋ' ଭଳି…

ପୋଷ୍ଟ ଅଫିସର ୫ବର୍ଷର ଦମଦାର ଯୋଜନା, ପ୍ରତି ମାସରେ ୫୫୦୦ ଟଙ୍କା ରୋଜଗାର କରିବେ

ଭୁବନେଶ୍ବର: ଡାକଘର ସଞ୍ଚୟ ଯୋଜନାଗୁଡ଼ିକ ସାରା ଦେଶରେ ବହୁତ ଲୋକପ୍ରିୟ, ବିଶେଷକରି ଗରିବ ଏବଂ ମଧ୍ୟବିତ୍ତ ପରିବାର ମଧ୍ୟରେ। ଏହାର ମୁଖ୍ୟ କାରଣ ହେଉଛି ସ୍ଥିର ରିଟର୍ଣ୍ଣ ସହିତ ସୁରକ୍ଷିତ ନିବେଶ। ଏଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟ ଅଫିସ ମାସିକ ଆୟ ଯୋଜନା (POMIS-Post Office Monthly…

କାଶ୍ମୀର ଘାଟିରେ ପ୍ରଥମ ମାଲ୍ ପରିବହନ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: କାଶ୍ମୀରରେ ରେଳ ପରିବହନ ନିରନ୍ତର ବୃଦ୍ଧି ପାଉଛି। ଦୁର୍ଗମ ଅଞ୍ଚଳଗୁଡ଼ିକୁ ସୁଡ଼ଙ୍ଗ ଏବଂ ସେତୁ ମାଧ୍ୟମରେ ସଂଯୋଗ କରାଯାଉଛି। ଆଉ ଏବେ ସାମଗ୍ରୀ ପରିବହନରେ ରେଳବାଇ ଏକ ମାଇଲଖୁଣ୍ଟ ଛୁଇଁଛି। ଯେତେବେଳେ ପ୍ରଥମ ମାଲବାହୀ ଟ୍ରେନ୍ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ପହଞ୍ଚିଲା,…

ବର୍ଷର ସର୍ବାଧିକ ରନ ସଂଗ୍ରହରେ ରୁଟଙ୍କୁ ପଛରେ ପକାଇଲେ ଗିଲ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୭୫.୪୦ ଆଭରେଜରେ ୭୫୪ ରନ କରିଥିଲେ । ୨୦୨୫ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ…