ବର୍ଷା ଯୋଗୁଁ ଭୁଶୁଡ଼ିଲା ନିର୍ମାଣଧିନ କୋଠା; ଜଣେ ଶ୍ରମିକ ମୃତ, ୨ ଆହତ
ଭୁବନେଶ୍ୱର: ଭୁବନେଶ୍ୱରରେ ମଙ୍ଗଳବାର ଦିନ ଏକ ପୁରୁଣା କୋଠାର ନବୀକରଣ କାର୍ଯ୍ୟ ସମୟରେ ଏକ କଂକ୍ରିଟର କିଛି ଅଂଶ ଖସିପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ପୋଖରିପୁଟ ଅଞ୍ଚଳର ଲିଙ୍ଗରାଜ ବିହାରରେ ସାତ…