Latest Odisha News

BREAKING NEWS

ଏମ୍‌ସ ଭୁବନେଶ୍ୱରରେ ବିରଳ ଗଳା କର୍କଟ ରୋଗର ଅଭିନବ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିକିରଣ (ରେଡିଏସନ୍‌) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ…

‘ଏଫଆଇଆର’ ରୁଜୁ ହୋଇସାରିଛି, କୁସ୍ତିଯୋଦ୍ଧାଙ୍କ ଆବେଦନର ଶୁଣାଣି କରିବେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲା ସୁପ୍ରିମକୋର୍ଟ ଆଉ ଶୁଣାଣି କରିବେ ନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଶୁଣାଣି ବନ୍ଦ କରିବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇସାରିଛି। ସୁପ୍ରିମକୋର୍ଟର ଶୁଣାଣିର ଉଦ୍ଦେଶ୍ୟ…

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚିହ୍ନଟ କରିବ ଫୁସଫୁସ୍ ରୋଗ: କିମ୍ସ ଡାକ୍ତରଙ୍କ ଗବେଷଣା

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଚିହ୍ନଟ କରିବ ଫୁସଫୁସ୍ ସମ୍ବନ୍ଧୀୟ ବିଭିନ୍ନ ରୋଗ । ନିକଟରେ କିମ୍ସ ଭୁବନେଶ୍ୱରର ଶିଶୁରୋଗ ବିଶେଷଜ୍ଞ ଡା. ନିର୍ମଳ କୁମାର ମହାକୁଡ଼ ଓ ଦେଶର ଅନ୍ୟ ପ୍ରମୁଖ ଅନୁଷ୍ଠାନମାର ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଗବେଷଣାରେ ଏହି ଦାବି କରାଯାଇଛି ।…

ଆଇଓଏର ଅସ୍ଥାୟୀ କମିଟିକୁ ଅନୁମତି ପ୍ରଦାନ କଲା ୟୁନାଇଟେଡ ୱାର୍ଲ୍ଡ ରେସଲିଂ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘର ଅସ୍ଥାୟୀ କମିଟିକୁ ଦେଶରେ କୁସ୍ତି ପରିଚାଳନା ପାଇଁ ରାସ୍ତା ସଫା ହୋଇଛି । ଗୁରବାର ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଏଥିନେଇ ଆଇଓଏକୁ ଅନୁମତି ପ୍ରଦାନ କରିଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ କୁସ୍ତି ସଂଘର ନିର୍ବାଚନକୁ ରଦ୍ଦ କରାଯାଇଥିଲା । କୁସ୍ତି…

ଛତିଶଗଡ଼ରେ ହାତ ମୋଡ଼ିଦେବ ଝାଡୁ !

ଭୁବନେଶ୍ୱର: ବଦଳୁଛି କଂଗ୍ରେସର ନିର୍ବାଚନ ଲଢ଼ିବା ଷ୍ଟାଇଲ। ପାରମ୍ପରିକ ଢାଞ୍ଚା ଛାଡି ଅତ୍ୟାଧୁନିକ ଶୈଳୀ ଆପଣାଉଛି ଦଳ। ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଗକୁ ହେବାକୁ ଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳ ନିଜର ସର୍ଭେ କରିବା ସହ ଏହି ଆଧାରରେ ଟିକେଟ ଦେବାକୁ ନିଷ୍ପତ୍ତି…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପିକୁ ହରାଇବେ ସିନ୍ଧିଆ !

ଭୁବନେଶ୍ୱର: କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷର କଥା ପଦାକୁ ଆସୁଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏଭଳି କିଛି ଖବରକୁ ନେଇ ରାଜ୍ୟ ରାଜନୀତି ଗତିଶୀଳ ହେଉଛି। ନିର୍ବାଚନ ବହୁ ପୂର୍ବରୁ ଟିକେଟକୁ ନେଇ ଅଡୁଆ ସ୍ଥିତି…

୨୦ ଟଙ୍କା କମିଲା ଖାଇବା ତେଲର ଦାମ !

ନୂଆଦିଲ୍ଲୀ: ମହଙ୍ଗା ଯୁଗରେ ଯଦି କୌଣସି ଜିନିଷର ଦାମ ଟଙ୍କଟିଏ ବି କମୁଛି ଆଜିର ଯୁଗରେ ମଣିଷକୁ ଟିକିଏ ଆଶ୍ବସ୍ତି ମିଳେ। କାରଣ ଏବେ ଅଧିକାଂଶ ଜିନିଷର ଦାମ ବଢିବା ସଂଖ୍ୟା ଅଧିକ କମିବା ସଂଖ୍ୟା କମ୍। ଏହାରି ଭିତରେ ଗୋଟିଏ ଆଶ୍ବସ୍ତି କରିବା ଭଳି ଏକ ଖବର ଆସିଛି ତାପୁଣି ହାଣ୍ଡିଶାଳରୁ।…

ଓଡିଶା ଓ ଝାଡଖଣ୍ଡ ଉପରେ ନୀତିଶଙ୍କ ଆଖି !

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗି ପଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି। ବିଜେପି ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି ନୀତିଶ। ଏହି କ୍ରମରେ ନୀତିଶ…

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କକ୍ଷ ସହ ଲାଇବ୍ରେରୀକୁ ଅନୁମତି ଦେଲା ଏନଏମଏ

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୭ଟି ଓ ନିୟନ୍ତ୍ରିତ ଅଞ୍ଚଳରେ ୧୩ଟି ମଠ ସମେତ ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ…

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର, ‘ଜୟ ବଜରଙ୍ଗବାଲି’ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଯେତିକି ଜୋରଦାର ହେଉଛି ବିବାଦ ମଧ୍ୟ ସେତିକି ତୀବ୍ର ହେଉଛି। ପ୍ରଚାର ସହ ବିବାଦକୁ ରାଜନୈତିକ ପ୍ରସଙ୍ଗ କରି ବିଭିନ୍ନ ଦଳ କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ସେପଟେ ବଜରଙ୍ଗ ଦଳକୁ ବ୍ୟାନ କରିବା ଟିପ୍ପଣୀକୁ…