ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥକୁ ସମର୍ଥନ କରିବନି ବିଜେଡି, ଇଣ୍ଡିଆ ମେଣ୍ଟ ମୁହାଁ ହେଲେ କି ନବୀନ?
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ। ପୂର୍ବତନ ଲୋକସଭା ସାଂସଦ ମହେଶ ସାହୁ ଏହି ସୂଚନା ଦେଇଛନ୍ତି। ଯାହା ଆଗାମୀ ଦିନରେ ବିଜେପି ବିରୋଧରେ ବିଜେଡିର ଏକ ବଡ଼ ଇଙ୍ଗିତ।
ମହେଶ…