ଜନ ସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରୁ ବିପୁଳ ପରିମାଣ ସମ୍ପତ୍ତି ଠାବ
ରାୟଗଡ଼ା: ବୁଧବାର ଦେଢଲକ୍ଷ ଟଙ୍କା ନେଇ ଗାଡିରେ ଯାଉଥିବା ବେଳେ ଧରାପଡିଥିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ। ଆଜି ତାଙ୍କ ବିଭିନ୍ନ ଠିକଣାରୁ ବିପୁଳ ପରିମାଣ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ସହଦେବଙ୍କ ସମ୍ବଲପୁର ଠିକଣାରେ ୨ଟି ଦାମୀ ପ୍ଲଟ୍,…