ପୁରୀରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ
ଭୁବନେଶ୍ୱର: ବୈଜ୍ଞାନିକ ହସ୍ତକ୍ଷେପ ମାଧ୍ୟମରେ ଭାରତୀୟ କୃଷିକୁ ପରିବର୍ତ୍ତନ କରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ 'ବିକଶିତ କୃଷି ସଂକଳ୍ପ ଅଭିଯାନ' ଗୁରୁବାର ଦିନ ପୁରୀର ସାକ୍ଷୀଗୋପାଳରେ ଆରମ୍ଭ ହୋଇଛି।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…