Latest Odisha News

BREAKING NEWS

ଓଏସ୍ଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣ ଗିରଫ

ବାଲେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ପରିଚାଳିତ ଜେଇ (ସିଭିଲ୍) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣଙ୍କୁ ଗିରଫ କରାଯାଇଛିଯ । ରାଜ୍ୟର ବିଭିନ୍ନ ସ୍ଥାନରୁ ୮ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ଗିରଫ ୮ ଜଣଙ୍କୁ…

ୱାଟ୍ସ ଅପରେ ହାର୍ଟ ଇମୋଜି ପଠାଇଲେ ହୋଇପାରେ ଜେଲ, ୨୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଯୁଗ ବହୁତ ଆଗକୁ ଯାଇଛି । ବତ୍ତର୍ମାନ ସମୟରେ ଫୋନରେ କଥା ହେବା ଅପକ୍ଷା ହ୍ବାଟର୍ସ ଆପରେ ଚାଟିଂ କରିବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ମାନେ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ଚାଟ୍ କରିବା ସମୟରେ ଇମୋଜି ମାଧ୍ୟମରେ ନିଜ ଭାବନାକୁ ପ୍ରକାଶ…

୪୮ ଘଣ୍ଟା ଯାଇନି, କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର:  ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ  ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟାର ୪୮ ଘଣ୍ଟା ଯାଇନି, ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି । ଦେଶର ସବୁଠାରୁ ବଡ କୋଚିଂ ହବ କୁହାଯାଉଥିବା କୋଟା ଏବେ ସୁଇସାଇଡ଼ ହବ ପାଲଟି ଯାଇଛି ।  ବିହାର ଛାତ୍ର   ୧୬ ବର୍ଷ…

ବିଲ୍‌ ପାସ ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ । ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବିଲ୍ ରିଲିଜ କରିବା ପାଇଁ ୪୦ ହଜାର ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ଝାରସୁଗୁଡା ସିଡିପିଓ ସରୋଜିନ ଏକ୍କା । ଝାରସୁଗୁଡା ଜିଲ୍ଲାର ଏକ…

ବର୍ଷାଦିନେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷା ଋତୁରେ ଅଧିକ କେଶ ସମସ୍ୟା ଦେଖାଯାଇଥାଏ। କାହିଁକି ନା ବର୍ଷାରେ କେଶ ଓଦା ହେବା କାରଣରୁ କେଶ ମୂଳରୁ ଦୁର୍ବଳ ହୋଇଯାଇଥାଏ। ଯେଉଁଥିପାଇଁ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ଦୂର କରିବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଜାଣନ୍ତୁ…

ଭୁବନେଶ୍ୱର-କଲୋମ୍ବୋ ମଧ୍ୟରେ ଆରମ୍ଭ ହୋଇପାରେ ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱରରୁ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇପାରେ । ଖୁବଶୀଘ୍ର ସେବା ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଛି ଶ୍ରୀଲଙ୍କାର ଏୟାରଲାଇନ୍ । ଏନେଇ ଶ୍ରୀଲଙ୍କା ଏୟାରଲାଇନର ଭାରତ, ବାଂଲାଦେଶ ଓ…

ଗୋଟିଏ ମଞ୍ଚରେ ବସିଲେ; ପରସ୍ପରକୁ ପ୍ରଶଂସାରେ ପୋତିଲେ ନବୀନ-ଶାହ

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ବସିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତ ଧରାଧରି ହୋଇ ଏନଏଚ ପ୍ରକଳ୍ପର ଉଦଘାଟନ କଲେ । ଆଉ ଉଭୟ ଉଭୟଙ୍କର ଢେର ପ୍ରଶଂସା କଲେ । ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଲୋକସେବା ଭବନରେ । ଦୁଇ ଦିନିଆ…

ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର ବିଷୟରେ, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାଆନ୍ତି ପଥର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏକ ମନ୍ଦିର ମାଳିନୀ ଦେଶ । ଏଠାରେ କୋଟି କୋଟି ଲୋକଙ୍କ ବିଶ୍ୱାସ ଓ ପରମ୍ପରା ହଜାର ହଜାର ବର୍ଷ ଧରି ମନ୍ଦିର ସହିତ ଜଡିତ ରହିଛି । ଯଦି ଆମେ ଭାରତରୁ ମନ୍ଦିର ହଟାଇଦେବା, ତେବେ ଏଠାରେ କିଛି ରହିବ ନାହିଁ । ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ରହିଛି,…

ଗିରଫ ହେଲେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ୫ ବର୍ଷ ଲଢି ପାରିବେନି ନିର୍ବାଚନ

ଇସଲାମବଦା: ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଡୁଆ । ଇମ୍ରାନଙ୍କ ଖାନଙ୍କୁ ଜେଲ୍‌  । ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ  । ଏଥିସହ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ଲାଗିଇଛନ୍ତି ରୋକ୍‌ । ପାକିସ୍ତାନ ଟ୍ରାଏଲ…