Latest Odisha News

ମେକ୍ସିକୋରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା; ୧୭ ମୃତ, ୨୨ ଆହତ

ମେକ୍ସିକୋ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ପଶ୍ଚିମ ମେକ୍ସିକୋର ରାଜପଥ ନିକଟରେ ଏକ ଯାତ୍ରୀବାହୀ ବସ ଖାଲରେ ପଡ଼ିଯାଇଛି। ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ୨୨ ଜଣ ଆହତ ହୋଇଛନ୍ତି। କୁହାଯାଉଛି ବସ୍‌ରେ ୬ ଭାରତୀୟଙ୍କ ସମେତ ୪୦ ଜଣ…

ଇଭିଏମ ହ୍ୟାକ୍ କରିବାକୁ ଚେଷ୍ଟା କରୁଛି ବିଜେପି: ମମତା ବାନାର୍ଜୀ

କୋଲକତା: ଆଗକୁ ଆସୁଛି ଲୋକସଭା ନିର୍ବାଚନ। ନିର୍ବାଚନ ଜିତିବା ଲକ୍ଷ୍ୟରେ ସମସ୍ତ ଦଳର ଚାଲିଛି ଜୋରଦାର ପ୍ରସ୍ତୁତ। ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ। ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମିଳିତ ମଞ୍ଚ 'ଇଣ୍ଡିଆ' ୨୦୨୪ ଲୋକସଭା…

ବନ୍ୟା ସ୍ଥିତି ପାଇଁ ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସବୁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଜଗତସିଂହପୁରର ରଘୁନାଥପୁର, ତିର୍ତ୍ତୋଲ ଓ…

ମହାନଦୀରେ ୨୦ ଫୁଟର ଘାଇ, ଚାଲିଛି ମରାମତି ପାଇଁ ଉଦ୍ୟମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ଜିଲ୍ଲାର ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିଛି ।…

ପୁଣି ଜଳିଲା ମଣିପୁର; ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ଲୁଟିନେଲେ ଗୁଳି ବାରୁଦ

ଇମ୍ଫାଲ: ପୁଣି ଥରେ ଜଳିଲା ମଣିପୁର। ଗୁରୁବାର ରାଜ୍ୟର ବିଷ୍ଣୁପୁର ସମେତ ବହୁ ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି। ମଣିପୁରର ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କୁକି-ଜୋମି ସମ୍ପ୍ରଦାୟର ସମୁଦାୟ ୩୫ଟି ମୃତଦେହକୁ ଏକାସହ…

ଆଜି ଓଡ଼ିଶା ଆସିବେ ଅମିତ ଶାହା, ଗୋଟିଏ ମଞ୍ଚରେ ବସିବେ ନବୀନ-ଶାହା

ଭୁବନେଶ୍ଵର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି…

ସୀମା ହାଇଦର ଭାରତ ପ୍ରବେଶ ଉପରେ ଏସଏସବିର କାର୍ଯ୍ୟାନୁଷ୍ଠାନ, ସୀମାରେ ବସ୍ ଯାଞ୍ଚ କରୁଥିବା ୨ ଯବାନ ନିଲମ୍ବିତ

ନୂଆଦିଲ୍ଲୀ: ଦୁଇମାସ ପୂର୍ବେ ପାକିସ୍ତାନରୁ ଭାରତ ପ୍ରବେଶ କରିଥିବା ସୀମା ହାଇଦର ଯୋଗୁଁ ନିଲମ୍ବିତ ହେଲେ ୨ ଯବାନ। ଏହି ୨ ଯବାନ ନେପାଳ-ଭାରତ ସୀମାରେ ଗାଡି ଯାଞ୍ଚ ପାଇଁ ନିୟୋଜିତ ହୋଇଥିଲେ। ନିଲମ୍ବିତଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର ପଦବୀ ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀରେ ନିୟୋଜିତ…

୫ ଦିନ ପରେ ମିଳିଲା ନିଖୋଜ ଯବାନଙ୍କ ସନ୍ଧାନ, ଚାଲିଛି ଡାକ୍ତରୀ ପରୀକ୍ଷା

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ମିଳିଲା ସନ୍ଧାନ। ୫ ଦିନ ପରେ ଗୁରୁବାର ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛି। ଏନେଇ ଜମ୍ମୁ କଶ୍ମୀର ପୋଲିସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଟ୍ବିଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ…

ଗପ : ଧର୍ମ ସଙ୍କଟ

ଅମିତ୍ ଜେନା        ଅକ୍ଟୋବର ମାସର ସନ୍ଧ୍ୟା, ଶୀତ ପଡିଆସିଲାଣି । କାହିଁକି କେଜାଣି ଏକ ଅଜଣା ଡର ନଳିନୀ ଦେବୀ ଙ୍କୁ ଭାରି ଚିନ୍ତାଗ୍ରସ୍ତ କରୁଥାଏ । ଏକମାତ୍ର ପୁଅ ରବି ଦ୍ବିପହରୁ କେଉଁ ବାହାଘର ଭୋଜି ଖାଇବାକୁ କଟକ ଯାଇଛି ଯେ ଏଇଯାଏଁ ଫେରିନି । କୋଡିଏ ବର୍ଷ ତଳେ ସ୍ୱାମୀ ଗାଡି…

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍, କେଜ୍ରିଓ୍ବାଲ କହିଲେ ମୋଦୀଙ୍କୁ ବିଶ୍ୱାସ କରନ୍ତୁନି ଦେଶବାସୀ

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍, ଯାହାକୁ ସରକାରୀ ଭାବେ ଦ ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩ ବୋଲି କୁହାଯାଉଛି, ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ସାଂସଦ ବିରୋଧ ପ୍ରଦର୍ଶନ କରି କକ୍ଷତ୍ୟାଗ…