Latest Odisha News

BREAKING NEWS

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି। https://youtu.be/B7bRmv_67x8?si=q12YlY8-DAVDALiI ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ…

ଉନ୍ମୋଚନ ହେଲା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି, ବିଜୟୀ ଦଳକୁ ମିିଳିବ ପଟୌଦ୍ଦି ପଦକ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଭାବେ ନାମିତ ହେବ । ପୂର୍ବରୁ ଏହି ସିରିଜର ନାମ ପଟୌଦ୍ଦି ଟ୍ରଫି ପାଇଁ ଖେଳା ଯାଉଥିଲା । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ତେନ୍ଦୁଲକର ଓ ଆଣ୍ଡରସନଙ୍କ ଉପସ୍ଥିତିରେ ଏହି…

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୧୨ ମାଓବାଦୀ, ପୋଲିସ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି: ଧିରେ ଧିରେ ଭାଙ୍ଗୁଛି ମାଓବାଦୀଙ୍କ ଗଡ । ଅହିଂସା ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଏହି ପ୍ରରିପେକ୍ଷୀରେ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୋଲିସ ନିକଟରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।…

ଆସନ୍ତାକାଲି ପରଦାକୁ ଆସିବ ଧନୁଷ-ରଶ୍ମିକାଙ୍କ ‘କୁବେର’, ରିଲିଜ୍ ପୂର୍ବରୁ ହଟିଲା ୧୯ ସିନ୍

ନୂଆଦିଲ୍ଲୀ:୨୦ ଜୁନରେ ଭାରତୀୟ ସିନେମା ହଲରେ 'କୁବେର' ମୁକ୍ତିଲାଭ କରିବ । ତେବେ ଧନୁଷଙ୍କ ଫିଲ୍ମ 'କୁବେର' ରିଲିଜ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମର ୧୯ଟି ସିନ୍ କାଟି ଏହାର ରନ୍‌ ଟାଇମ୍ କିଛି ସେକେଣ୍ଡ ହ୍ରାସ କରିଛି । ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)…

ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମସି: ମେୟର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣ୍ଡିସ୍ ଓ ଡାଇରିଆ ବ୍ୟାପିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ­ସେ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି। ସେହି ସବୁ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବାର କାରଣ ଜଣାପଡିଛି । ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଣି ପାଇପ୍…

ଗୋବିନ୍ଦାଙ୍କ କ୍ୟାରିୟର ନଷ୍ଟ ହେବା ପଛର କାହାଣୀ କହିଲେ ପହଲାଜ

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋବିନ୍ଦା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ବି ଅନେକ ପ୍ରଶଂସକ ବ୍ୟଗ୍ରତା ସହକାରେ ତାଙ୍କର ଫିଲ୍ମକୁ ଅପେକ୍ଷା କରିଥାନ୍ତି । କ୍ରମାଗତ ଭାବେ ବ୍ଲକବଷ୍ଟର ଫିଲ୍ମ ଦେଉଥିବା ଗୋବିନ୍ଦାଙ୍କ କ୍ୟାରିୟର ହଠାତ ବର୍ବାଦ ହୋଇ ଯାଇଥିଲା ।…

ବିଶ୍ୱର ଶ୍ରେଷ୍ଠ ୧୦ଟି ସର୍ବୋତ୍ତମ ବିମାନ କମ୍ପାନୀ, ଜାଣନ୍ତୁ ଭାରତର ସ୍ଥାନ କେତେ..

ନୂଆଦିଲ୍ଲୀ: ନିକଟରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣା ଖବର ଆପଣମାନେ ଶୁଣିଥିବେ। ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏହା ପରେ, ଏୟାର ଇଣ୍ଡିଆର ଅନେକ ବିମାନ ଏବଂ ଅନ୍ୟାନ୍ୟ ବିମାନରେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଆସୁଛି।…

ରାଉରକେଲାରୁ ବିପୁଳ ଅପମିଶ୍ରିତ ମଦ ଜବତ, ୩ ଗିରଫ

ରାଉରକେଲା: ରାଉରକେଲାରେ ଅବକାରୀ ବିଭାଗକୁ ସଫଳତା । ଅମ୍ବାଗାନ ଝାରଖଣ୍ଡ ମୁଣ୍ଡା ମାର୍କେଟ ଚଢ଼ଉ କରି ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବିଭାଗ । ଜବତ ଅପମିଶ୍ରିତ ବିଦେଶୀ ମଦ ୧୮୦ ଲିଟର ହେବ । ଜବତ ମଦ ‘ରୟାଲ୍ ଗୋଲ୍ଡ କପ୍’ ବ୍ରାଣ୍ଡର, ଯାହା ଉପରେ…

ଗୋପାଳପୁର ଯିବ ଏଆଇସିସି; ଗଣଦୁଷ୍କର୍ମ ମାମଲାରେ ତନାଘନା କରିବ ଟିମ୍ 

ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ନିକଟରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ଗମ୍ଭୀରତାର ସହ ନେଇଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)। ଏହି ଘଟଣାର ତଦନ୍ତ କରିବା ଏବଂ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ପାଞ୍ଚ ଜଣିଆ ତଥ୍ୟ…

ମୁହଁ ଖୋଲିଲେ ଏୟାର ଇଣ୍ଡିଆର ଚେୟରମ୍ୟାନ; ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନ ନୂଆ ଥିଲା

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ପ୍ରତିକ୍ରିୟା ରଖିଛନ୍ତି ଏୟାର ଇଣ୍ଡିଆ ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍। ସେ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ କ୍ଷମା…