Latest Odisha News

BREAKING NEWS

୮ ତାରିଖରୁ ପୁଣି ଗ୍ରୀଷ୍ମ ରାଜ୍ୟରେ ପ୍ରବାହ, ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ଲାଗି ରହିଛି । ଫଳରେ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଛି । ଆହୁରି ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ପୁଣି କଲବଲ କରିବ ତାତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ…

ତାଳସଜ ଖାଇଲେ ହେବ ଓଜନ ହ୍ରାସ..!

ଭୁବନେଶ୍ବର:ବଜାରରେ ଏବେ ତାଳସଜ ବହୁତ ମିଳିଲାଣି । ଏହା ଖାଇବାକୁ ଯେତେ ଭଲ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପୋଷକତତ୍ତ୍ବ ତାଳସଜରେ ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଏହାକୁ ଖାଇଲେ ଶରୀର ତୁରନ୍ତ ହାଇଡ୍ରେଟ୍ ହୋଇଯାଏ ଏବଂ…

ଶ୍ରୀ ଭାଗବତ ସାର ୨୭: ଶ୍ରୀମଦ ଭାଗବତଙ୍କର ଦଶବିଦ୍ଧ ତତ୍ୱ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଯଥା ୧.ସର୍ଗ ୨.ବିସର୍ଗ ୩.ସ୍ଥିତି ୪.ପୋଷଣ ୫.ଊତି ୬.ମନ୍ୱନ୍ତର ୭.ଈଶାନୁକଥା ୮.ନିରୋଧ ୯.ମୁକ୍ତି ୧୦.ଆଶ୍ରୟ ଏହାକୁ ଭାଗବତଙ୍କର ଦଶବିଦ୍ଧ ତତ୍ୱ ବୋଲି ମଧ୍ୟ କୁହାଯାଏ। ଏସବୁର ତାତ୍ୱିକ…

ଚାଲିଛି କି ଷଡ଼ଯନ୍ତ୍ର! କରାଚୀରେ ପହଞ୍ଚିଲା ତୁର୍କୀ ଯୁଦ୍ଧ ଜାହାଜ,ପାକ୍ ସେନା କଲା ସ୍ବାଗତ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀରେ ଏକାଧିକ ବୈଠକ ଚାଲିଛି। ତେବେ ଏହି ସମୟରେ ତୁର୍କୀ ନିଜର ଏକ ଯୁଦ୍ଧଜାହାଜ କରାଚୀକୁ ପଠାଇଛି। ପାକିସ୍ତାନୀ ସୈନିକମାନେ…

‘ଦେଶବାସୀ ଯାହା ଚାହୁଁଛନ୍ତି, ତାହା ହେବ’, ପାକିସ୍ତାନକୁ ରାଜନାଥ ସିଂଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା…

ଜୈନ ଧର୍ମର ‘ସନ୍ଥରା’ ନୀତି କଣ, ଯାହା ପାଇଁ ୩ ବର୍ଷର ଶିଶୁର ଜୀବନ ଗଲା…

ଇନ୍ଦୋର: ଯେଉଁ ବୟସରେ ଛୋଟ ଛୁଆଟେ ଭଲ ଭାବରେ କଥା କହି ଶିଖି ନଥାଏ ଓ ନିଜର ପିଲା ଦିନକୁ ମନ ଭରି ଉପଭୋଗ କରୁଥାଏ। ସେହି ବୟସରେ ଇନ୍ଦୋରର ଜଣେ ତିନି ବର୍ଷୀୟା ଭିୟାନା ଜୈନ ଟର୍ମିନାଲ ବ୍ରେନ୍ ଟ୍ୟୁମର ରୋଗରେ ପିଡୀତ ହୋଇଥିଲେ। ଯାହା ପରେ ସେ  ଆଉ ସେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଇଛା ରେ…

୬ ସାଇବର ଲୁଟେରା ଗିରଫ; ୪ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ: କମିଶନରେଟ ପୋଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍‌‌ କାର୍ଡ ପୋଲିସ ଜବତ କରିଛି। ମୁଖ୍ୟ…

ୟୁରୋପକୁ ଜୟଶଙ୍କରଙ୍କ କଟାକ୍ଷ; ଭାରତ ଉପଦେଶ ନୁହେଁ ସହଯୋଗୀ ଖୋଜୁଛି

ନୂଆଦିଲ୍ଲୀ:ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପ ସମେତ ସମଗ୍ର ବିଶ୍ୱକୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର ଆର୍କଟିକ ସର୍କଲ ଇଣ୍ଡିଆ ଫୋରମ ୨୦୨୫ରେ କହିଛନ୍ତି, 'ଉପଦେଶ…

୬ ବଲରେ ୬ ଛକା ମାରି ଆଇପିଏଲରେ ଇତିହାସ ରଚିଲେ ପରାଗ

କୋଲକାତା: ଆଇପିଏଲରେ ପ୍ରଥମ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ୬ ବୈଧ ବଲରେ ୬ ଛକା ମାରି ଇତିହାସ ରଚିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ମୋଇନ ଅଲୀଙ୍କ ପ୍ରଥମ ବଲ ସାମ୍ନା କରି ନ ଥିଲେ । ଓଭରର ବାକି ୫ଟି ବଲରେ ଏବଂ ବରୁଣ…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ କଳିଙ୍ଗ ଉତ୍ସବ ଆୟୋଜିତ

ପର୍ଥ: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ପକ୍ଷରୁ ନିକଟରେ କଳିଙ୍ଗ ଉତ୍ସବ ମହାସମାରୋହରେ ଆୟୋଜନ କରାଯାଇଛି। ପର୍ଥସ୍ଥିତ ସବୁଜିମା ଭରା ପଏଣ୍ଟ ୱାଲ୍ଟର ରିକ୍ରିଏସନ ସେଣ୍ଟରକୁ ଖୁବ ସରସ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ଏଠାରେ ଆୟୋଜିତ ଏକାଦଶତମ ତିନିଦିନିଆ ଦ୍ଵିବାର୍ଷିକ…