Latest Odisha News

BREAKING NEWS

ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ରେଞ୍ଜରଙ୍କୁ ଧରିଲା ବିଏସଏଫ

ନୂଆଦିଲ୍ଲୀ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ସୀମା ସୁରକ୍ଷା ବଳ (BSF) ରାଜସ୍ଥାନର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖିଛି। ସରକାରୀ ସୂତ୍ର ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଶନିବାର ନିଆଯାଇଥିଲା। ସୂତ୍ର…

ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ସ୍ତ୍ରୀ; ତଥ୍ୟ ଲୁଚାଇବା ଅଭିଯୋଗରେ ଗଲା ଚାକିରୀ

ନୂଆଦିଲ୍ଲୀ: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ଯବାନଙ୍କ ଚାକିରୀ ଯାଇଛି । ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଶନିବାର ଦିନ ତାଙ୍କର ଜଣେ ଯବାନଙ୍କୁ ଚାକିରୀରୁ ବହିଷ୍କାର…

ବ୍ରିଜ ଅଘଟଣ: ମୃତକଙ୍କ ପରିବାର ପିଛା ୫ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ: ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଆଜି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ନିକଟତମ…

ଏପଟେ ଭାରତର ଆକ୍ରମଣ ଭୟ, ସେପଟେ ବାଲୁଚ୍ ବିଦ୍ରୋହୀ କବଜା କଲେ ପାକିସ୍ତାନର ଏହି ସହର !

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । କିନ୍ତୁ ଏହି ମଧ୍ୟରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ ଘଟଣା ଘଟିଛି । ପାକିସ୍ତାନର କଲାତ ଜିଲ୍ଲାର ମାଙ୍ଗୋଚର ସହରରେ ଅନେକ କୋଠା ବାଲୁଚ୍ ବିଦ୍ରୋହୀଙ୍କ ଦ୍ୱାରା କବଜା…

ଏସିଆ କପରୁ ବାଦ ପଡିପାରେ ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ବିଭିନ୍ନ ବାଟରେ ଭାରତ ଘେରିବାରେ ଲାଗିଛି । ଏହି ଘଟଣା ପରେ ଉଭୟ ଦେଶର କ୍ରିକେଟ ସମ୍ପର୍କ ଆହୁରି ତିକ୍ତତା ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ଆଗାମୀ ସେପ୍ଟମ୍ବରରେ ଭାରତରେ ଏସିଆ କପ କ୍ରିକେଟ ଆୟୋଜିତ ହେବ । ବର୍ତମାନ…

ତେଜିଲା ଦୀଘା ଜଗନ୍ନାଥ ମିନ୍ଦିର ବିବାଦ, ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣଙ୍କ ନାମରେ ଏତଲା

ପୁରୀ: ଆହୁରି ତେଜିଲା ଦୀଘା ଦିଅଁ ଓ ଧାମ ବିବାଦ। ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ହାଜର ହେବେ ରାମକୃଷ୍ଣ। ଉତ୍ତର ରଖିବାକୁ ରାମକୃଷ୍ଣ ଦାସମହାପାତ୍ରଙ୍କୁ ହୋଇଛି ନୋଟିସ୍। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ…

ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମଥର ମୋଦିଙ୍କୁ ଭେଟିଲେ ଓମାର

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶନିବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ପହଲଗାମ ଆକ୍ରମଣ ଏବଂ ପରବର୍ତ୍ତୀ ପରିସ୍ଥିତି ସହିତ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।…

ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ

ସୁନ୍ଦରଗଡ଼: ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ। ଯୋଗେଶଙ୍କ ସହ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଲା ହେମଗିରି ପୋଲିସ। ବରପାଲି ରେଲୱେ ସାଇଡିଂକୁ ବିରୋଧ ବେଳେ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି। ସାଇଡିଂକୁ ବିରୋଧ କରି ୪ ଦିନ ହେଲା ଧାରଣା ଦେଇଛନ୍ତି ଲୋକେ। ପରିସ୍ଥିତି…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ: ମମତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବୟାନ। ନାଁ ନ ନେଇ ମମତାଙ୍କୁ ଟାର୍ଗେଟ୍ କଲେ ପ୍ରଭାତୀ। କହିଲେ ‘ଯେ ହିନ୍ଦୁ ସଂସ୍କୃତି, ପରମ୍ପରା ସହ ଖେଳିବ, ସେ ଫଳ ଭୋଗିବ।’ କେଉଁଠି ଧାମ ତିଆରି କରିବା, କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ…

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ, ମତାମତ ପାଇଁ ସେବାୟତ ନିଯୋଗକୁ ଚିଠି

ପୁରୀ: ପଶ୍ଚିମବଙ୍ଗ ଦୀଘାଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଗତକାଲି ଆଇନ ମନ୍ତ୍ରୀ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଥିଲେ। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନି ଗୋଟି ପର୍ଯ୍ୟାୟରେ…