ମାଟ୍ରିକ୍ ଆଡମିଟ୍ କାର୍ଡରେ ତ୍ରୁଟି ଥିଲେ କରିପାରିବେ ସଂଶୋଧନ, ଏହି ତାରିଖ ଯାଏ ଚାଲିବ ପ୍ରକ୍ରିୟା
କଟକ: ମାଟ୍ରିକ୍ ଆଡମିଟ୍ କାର୍ଡରେ ତ୍ରୁଟି ଥିଲେ କରିପାରିବେ ସଂଶୋଧନ। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍ ତ୍ରୁଟିଶୂନ୍ୟ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତରଫରୁ ଉଦ୍ୟମ ଜାରି ରହିଛି। ୨୦୨୫ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଯଦି…