Latest Odisha News

BREAKING NEWS

ଝଡ଼ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଅରେଞ୍ଜ ସତର୍କତା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସନ୍ଧ୍ୟା ୫ଟା ୩୦ମି. ପର୍ଯ୍ୟନ୍ତ କଟକ ସହର ସମେତ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ମଧ୍ୟମ ଧରଣର ଝଡ଼ବର୍ଷା ଏବଂ ବଜ୍ରପାତ ସହ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ଗଜପତି, ମୟୂରଭଞ୍ଜ, ଭଦ୍ରକ,…

କେଉଁ ଦେଶର ଲୋକେ ସବୁଠାରୁ ଅଧିକ ମୋବାଇଲ ଫୋନ୍ ବ୍ୟବହାର କରନ୍ତି? ଜାଣନ୍ତୁ ଭାରତର ସ୍ଥାନ କେତେ…

ନୂଆଦିଲ୍ଲୀ: ଆଜିର ଦିନରେ ମୋବାଇଲ୍ କେବଳ ଏକ ଉପକରଣ ନୁହେଁ, ବରଂ ଏହା ଜୀବନ ସାଥୀ ପାଲଟିଛି। ଏବେ ମୋବାଇଲ୍ ଫୋନ୍ ଆଉ କେବଳ କଲ୍ କରିବାର ଏକ ମାଧ୍ୟମ ନୁହେଁ, ବରଂ ଏହା ଏକ କ୍ୟାମେରା, ଏକ ଶିକ୍ଷକ, ଏକ ଗେମିଂ ଡିଭାଇସ୍ ଏବଂ ସାମାଜିକ ଜଗତ ସହିତ ସଂଯୋଗ ସ୍ଥାପନ କରିବାର ସହଜତମ ଉପାୟ। ଅନେକ…

ହେଲା କି ବୁଝାମଣା ନା ମୁଣ୍ଡ ନୁଆଁଇଲେ ମସ୍କ ?: ପୋଷ୍ଟରେ ଲେଖିଲେ, ‘ମୁଁ ଅନୁତପ୍ତ….’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲା ମାଲିକଙ୍କ ସଂପର୍କ ଏବେ ନୂଆ ମୋଡ ନେଲାଣି । ଲାଗୁଛି ଦୁହିଁଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କ ଏବେ ପୁଣିଥରେ ଟ୍ରାକକୁ ଫେରୁଛି । କାରଣ ଏଲୋନ ମସ୍କ ନିଜେ ସମ୍ପର୍କକୁ ସୁଧାରିବା ପାଇଁ ପଦକ୍ଷେପ ନେଇଥିବା ଭଳି ମନେ ହେଉଛି । କାରଣ…

ବୃଦ୍ଧଙ୍କ ପାଇଁ ଘାତକ ଓମିକ୍ରନ୍ ଭାରିଆଣ୍ଟ, ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଥିରୁବନନ୍ତପୁରମ: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇଛି। ଏଥିରେ କେରଳରେ ସର୍ବାଧିକ ସଂକ୍ରମିତ ଲୋକ ଅଛନ୍ତି। ରାଜ୍ୟରେ ବଢ଼ୁଥିବା କରୋନା ଭାଇରସ୍ ମାମଲା ମଧ୍ୟରେ, କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବୟସ୍କ ଏବଂ ଅନ୍ୟାନ୍ୟ…

ମୋଦି ସରକାରଙ୍କ ୧୧ ବର୍ଷ ଭିତରେ ଭାରତର ପରିବହନ କ୍ଷେତ୍ରରେ ଆସିଛି ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ, ଦେଶର ପରିବହନ କ୍ଷେତ୍ରରେ ମୌଳିକ ସ୍ତରରେ କାମ ଦ୍ରୁତ ଗତିରେ କରାଯାଇଛି । ଗତ ଦଶନ୍ଧିରେ, ନୀତିଗତ ସଂସ୍କାର ସହିତ ମିଶନ ମୋଡରେ କାମ କରାଯାଇଛି । ପ୍ରଗତି, ପ୍ରଧାନମନ୍ତ୍ରୀ ଗତିଶକ୍ତି, ଜାତୀୟ ଲଜିଷ୍ଟିକ୍ସ ନୀତି,…

ପୁଣି ବଢିଲା ସୁନା ଦର, ପୁଣି ଟପିଯିବ ଲକ୍ଷେ!

ଭୁବନେଶ୍ୱର: କିଛିଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର। ଗତ କିଛି ଦିନ ଲଗାତାର ସୁନା ଦର କମିଚାଲିଥିଲା। ହେଲେ ଏବେ ସୁନା ଦର ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୁଣି ଲକ୍ଷେ ଟପିଯିବ କି ସୁନ ମୂଲ୍ୟ ନେଇ ଗ୍ରାହକଙ୍କ ମନରେ ଛନକା। ଜୁନ୍‌ ୧୧ ଅର୍ଥାତ୍‌ ବୁଧବାର ବୃଦ୍ଧି ପାଇଛି…

ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ହୋଇଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଯାଜପୁର: ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତର ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ମେଡିକାଲ ପରିସରରେ ରୋଗୀ ଓ ପରିବାର…

ଇନଷ୍ଟାରେ ରୋନାଲ୍ଡୋଙ୍କୁ ଟପିଲେ କୋହଲି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ନୂଆ ରେକର୍ଡ କରିଛନ୍ତି। ପଡ଼ିଆରେ ତାଙ୍କ ବ୍ୟାଟିଂର ଚର୍ଚ୍ଚା ହେଉଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ ବିଶ୍ୱର ବଡ଼ ବଡ଼ ଷ୍ଟାରମାନଙ୍କୁ ପଛରେ ପକାଇ ଦେଉଥିବାର ଦେଖାଯାଉଛି। ଖାସ କରି ଇନଷ୍ଟାଗ୍ରାମ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମନ୍ତ୍ରୀମାନଙ୍କର ହେବ ଆରଟି-ପିସିଆର ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଏବେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଏବେ ସକ୍ରିୟ କୋଭିଡ୍ -୧୯ ମାମଲା ୭,୦୦୦ ଅତିକ୍ରମ କରିଛି । ଯାହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବେ ସଜାଗ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ…

ଚମକାଇ ଦେଉଛି ସୋନମଙ୍କ ଷଡଯନ୍ତ୍ର: ସ୍ବାମୀଙ୍କୁ ମାରିବାକୁ ଯୋଜନାରେ ଥିଲା ପ୍ଲାନ୍ ବି…..

ଇନ୍ଦୋର: ଇନ୍ଦୋରର ରାଜା ହତ୍ୟକାଣ୍ଡ ଘଟଣା ଏବେ ସମସ୍ତଙ୍କୁ ଥରାଇ ଦେଇଛି । କିଭଳି ନବବିବାହିତ ପତ୍ନୀ ରାଜାଙ୍କୁ ମାରିବାକୁ ମୃତ୍ୟୁର ଜାଲ ବିଛାଇଥିଲା ତାହା ଏବେ ପୂରା ଦେଶକୁ ମର୍ମାହତ କରିଛି । ଏହାରି ଭିତରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ଚାରି ଅଭିଯୁକ୍ତ ପଚରାଉଚରା ସମୟରେ…