Latest Odisha News

BREAKING NEWS

ନୂଆ ଆଲେଖ୍ୟ ଲେଖି ପୁଣିଥରେ ନିଜ ଦଳକୁ ପରୋକ୍ଷରେ ଭର୍ତ୍ତୃହରିଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ, ପୁଣିଥରେ ନିଜ ସମ୍ପାଦିତ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ରବିବାର ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ 'ରାଜନୀତିର ବାଟ ହୁଡିଯାଇଛୁ କି ଆମେ?' ଶୀର୍ଷକ ଲେଖି ପୁଣିଥରେ ନିଜ ଦଳ ତଥା ସରକାରକୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ…

ମାଗଣା ବିଜୁଳି ଦାବି କରି ଟାଟା ପାଓ୍ୱାର ବିରୋଧରେ ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ୱାର ସେବା ଦେବା ନାଁରେ ଶୋଷଣ କରୁଥିବା ଅଭିଯୋଗରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ରାଲି ବାହାର କରାଯାଇଥିଲା। ଏହି ସମୟରେ ରାଜଧାନୀରେ ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି…

ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ‘ବିଶ୍ୱ ପଖାଳ ଦିବସ’ ପାଳିତ

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ପରିସରର ଉତ୍କଳ ରଙ୍ଗ ମଞ୍ଚଠାରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି । ପରିଷଦର ସଭାପତି ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶ…

ଏକାମ୍ର ହାଟରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା) ଆନୁକୂଲ୍ୟରେ ସ୍ଥାନୀୟ ଏକାମ୍ର ହାଟରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ…

ନାଟୁନାଟୁ ଗୀତରେ କାର ଲାଇଟିଂ ଡ୍ୟାନ୍ସ

ୱାଶିଂଟନ: ଓସ୍କାର ବିଜେତା ନାଟୁ ନାଟୁ ଗୀତ ଏବେ ବିଶ୍ୱର କୋଣ ଅନୁକୋଣରେ ଧୁମ୍ ମଚାଉଛି । ପିଲାଠାରୁ ବୁଢାଯାଏଁ ସମସ୍ତେ ଏହି ଗୀତରେ ନାଚିବାକୁ ପାଗଳ । ଆଉ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ରିଲସ୍ କରିବା ସଂଖ୍ୟା ଅଗଣତି । ନିକଟରେ ସାଉଥ ଫିଲ୍ମର ଗୀତ ନାଟୁ ନାଟୁରେ ଆମେରିକୀୟ ପୋଲିସମାନେ…

ସମସ୍ତଙ୍କ ସାମ୍ନାରେ ଅଭିନେତ୍ରୀ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ପତି ଆଣ୍ଡ୍ରେଇ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ‘ଦୃଶ୍ୟମ’ର ଅଭିନେତ୍ରୀ ଶ୍ରୀୟା ସାରନ୍ । ସମସ୍ତଙ୍କ ସାମ୍ନାରେ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ତାଙ୍କ ସ୍ୱାମୀ ଆଣ୍ଡ୍ରେଇ କୋଶେଭ । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ଅନେକ ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି । ଫିଲ୍ମ ଇଭେଣ୍ଟ ସମୟରେ ଶ୍ରୀୟା ଏବଂ…

ଦିଲ୍ଲୀ ବଜେଟ ମଙ୍ଗଳବାର ହେବନି ଉପସ୍ଥାପିତ, କେନ୍ଦ୍ରକୁ ଦୋଷ ଦେଲା ଆପ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ମଙ୍ଗଳବାର ବଜେଟ ଉପସ୍ଥାପିତ ହେବନି । କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବଜେଟ ଏ ପର୍ଯ୍ୟନ୍ତ ଅନୁମୋଦନ ହୋଇ ନାହିଁ । ଦିଲ୍ଲୀରେ ବଜେଟ ଉପସ୍ଥାପନ ପାଇଁ…

ପେଟ୍ରୋଲ ପମ୍ପରେ ଆତଙ୍କ, ଧାରୁଆ ଅସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରି ଥାନାରେ ୩ ଅଟକ

ଭୁବନେଶ୍ୱର: ସୋମବାର ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଜଣେ ଯୁବକ ଆତଙ୍କ ଖେଳାଇ ଦେଇଥିଲେ । ଧାରୁଆ ଅସ୍ତ୍ର ଧରି ଗୋଡ଼ାଇବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକ ଉକ୍ତ ଯୁବକଙ୍କୁ କାବୁ କରି ବଡ଼ଗଡ଼ ପୋଲିସ…

ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ…

ସିନିୟର ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସୋଆ ଆଇନ୍ ଛାତ୍ରୀଙ୍କ ପ୍ରତିନିଧିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଇନ୍‌ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍‌ନାଲ୍ ଓ ଇନ୍‌ଟର ଷ୍ଟେଟ୍ ଟେବୁଲ ଟେନିସ…