୨୦ବର୍ଷୀୟ ‘ପାକିସ୍ତାନୀ ଗୁପ୍ତଚର’ ଗିରଫ, ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଲା ସମ୍ବେଦନଶୀଳ କଣ୍ଟେଣ୍ଟ
ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ହିମାଚଳପ୍ରଦେଶର ଦେହରା ପୋଲିସ। ଯୁବକ ଜଣକ ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଇବାର ଅଭିଯୋଗ ଆଣିଛନ୍ତି। ଯୁବକଙ୍କ ମୋବାଇଲରୁ ଆପତ୍ତିଜନକ ଏବଂ ସମ୍ବେଦନଶୀଳ କଣ୍ଟେଣ୍ଟ ମିଳିଛି। ପୋଲିସ…