Latest Odisha News

BREAKING NEWS

ଟ୍ରେନରେ ତତ୍କାଳ ଟିକେଟ୍ ବୁକିଂ ସମୟରେ ପରିବର୍ତ୍ତନ! ସ୍ପଷ୍ଟୀକରଣ ଦେଲା ଆଇଆରସିଟିସି

ନୂଆଦିଲ୍ଲୀ: ଟ୍ରେନରେ ତତ୍କାଳ ବୁକିଂର ସମୟ ପରିବର୍ତ୍ତନ ହେଲା କି? ବର୍ତ୍ତମାନ ସୋସିଆଲ ମିଡିଆରେ ଏପରିକି କିଛି ଭାଇରାଲ ହେବାରେ ଲାଗିଛି। ଏସବୁ ତଥ୍ୟ ମିଥ୍ୟା ଅଟେ ଓ ଏହା ଏକ ଗୁଜବ ବୋଲି ଆଇଆରସିଟିସି ନିଜର ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛି। ତେବେ ବର୍ତ୍ତମାନ ଏସି ଏବଂ ନନ୍-ଏସି…

ଜାହ୍ନବୀଙ୍କୁ ମିଳିଲା ୪ କୋଟି ଟଙ୍କାର ସରପ୍ରାଇଜ୍ ଗିଫ୍ଟ, ଭିଡିଓ ଦେଖି ଫ୍ୟାନ୍ସ ତାଜୁବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେହି ଜଣେ ବ୍ୟକ୍ତି ଅଭିନେତ୍ରୀଙ୍କୁ ବହୁତ ମୂଲ୍ୟବାନ ଉପହାର ଦେଇଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ସୁନ୍ଦର କାର ଦେଖାଯାଉଛି। ତେବେ କିଏ ଜାହ୍ନବୀ…

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ ପବିତ୍ର ପାଣିଗ୍ରାହୀଙ୍କ ଘରେ ରେଡ୍

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ୧୮ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହେବା ପରେ ଶନିବାର ଦିନ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଯେଉଁ ଟଙ୍କାର ହିସାବ ସେ ଦେଇ ପାରିନଥିଲେ। ସୂଚନା…

ସ୍ତନ କର୍କଟରୁ ମୁକ୍ତି ଦେବ ଏହି ମେଡିସିନ୍: ସଂକ୍ରମଣକୁ ରୋକିବ

ନୂଆଦିଲ୍ଲୀ: ଏବେ ସ୍ତନ କର୍କଟର ଅନେକ ମାମଲା ସାମ୍ନାକୁ ଆସୁଛି । ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ତରରେ ପ୍ରାୟ ୨.୩ ନିୟୁତ ମହିଳା ସ୍ତନ କର୍କଟରେ ପୀଡିତା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରତପାର୍ଟରେ ଏହା ବି ଦର୍ଶାଯାଇଛି, ବିଶ୍ୱ ସ୍ତରରେ…

ISL Final: ବେଙ୍ଗାଲୁରୁ ବନାମ ମୋହନ ବାଗାନ, ଆଜି ଏଠାରେ ଦେଖନ୍ତୁ ଲାଇଭ୍ ଟେଲିକାଷ୍ଟ

କୋଲକାତା:ଭାରତୀୟ ଘରୋଇ ଫୁଟବଲ୍ରର ସର୍ବୋଚ୍ଚ ପ୍ରତିଯୋଗିତା ଆଇଏସଏଲ (ଇଣ୍ଡିଆନ୍ ସୁପର୍ ଲିଗ୍‌)ର ଫାଇନାଲ୍ ମ୍ୟାଚ୍‌ ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯିବ । ଏହି ଫାଇନାଲ ଟକ୍କରରେ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌(MBSG) କୁ ଭେଟିବ ବେଙ୍ଗାଲୁରୁ ଏଫ୍‌ସି (BFC) । ଉଭୟ ଦଳ ଏହି ସିଜନରେ…

ବିନେଶ ଫୋଗାଟ ମାଗିଥିଲେ ୪ କୋଟି, ସରକାର ଦେଲେ ଆଶାଠୁ ଅଧିକ

ଚଣ୍ଡିଗଡ଼: ହରିୟାଣା ସରକାର ଜୁଲାନାରୁ କଂଗ୍ରେସ ବିଧାୟିକା ତଥା ଖ୍ୟାତନାମା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ବଡ଼ ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ହାତେଇବାରୁ ବଞ୍ଚିତ ହୋଇଥିବା ବିନେଶଙ୍କୁ ସରକାର ୪ କୋଟି ଟଙ୍କାର ପୁରସ୍କାର ରାଶି ସହ…

୧୫ରୁ ବନ୍ଦ ହେବ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ୨

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ୨ ଆସନ୍ତା ୧୫ ତାରିଖରୁ ହେବାକୁ ଯାଉଛି ।  ଟର୍ମିନାଲ ୨ ରୁ ପରିଚାଳିତ ସମସ୍ତ ବିମାନଗୁଡିକ ଏପ୍ରିଲ ୧୫ ରୁ ଟର୍ମିନାଲ ୧ କୁ ସ୍ଥାନାନ୍ତରିତ ହେବ । ଏନେଇ ଦିଲ୍ଲୀ ବିମାନମନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଥିବା ନେତାଙ୍କୁ କଟାକ୍ଷ କଲେ ଦେବୀ ମିଶ୍ର

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଅନ୍ତଃକଳହର ସମ୍ମୁଖୀନ ହେଉଛି। ଦଳର ପୂର୍ବତନ ନେତା ତଥା ପୂର୍ବତନ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ପ୍ରଭାବଶାଳୀ ଭୂମିକାକୁ ନେଇ ବିବାଦ ଜୋର ଧରିଛି। ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳର ସୁପ୍ରିମୋ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ବିଲ୍‌ ଉପରେ ନିଷ୍ପତ୍ତି ନେବାକୁ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲ୍‌ଗୁଡ଼ିକ ଉପରେ ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଲ୍‌ଗୁଡ଼ିକୁ ଅନୁମୋଦନ ନ ଦେଇ ଅଟକାଇ ରଖିବା ଘଟଣାକୁ ଅବୈଧ…

ଦେଶବ୍ୟାପୀ ୟୁପିଆଇ ସର୍ଭିସ ଡାଉନ

ନୂଆଦିଲ୍ଲୀ: ସାରା ଦେଶରେ ଶନିବାର ସକାଳେ ୟୁପିଆଇ ସର୍ଭିସ ଡାଉନ ଥିବା ଦେଖାଯାଇଥିଲା। ଯାହାଫଳରେ ୟୁଜର୍ସମାନେ ଡିଜିଟାଲ୍ କାରବାର କରିପାରୁନାହାଁନ୍ତି। ହଠାତ୍ ଏଭଳି ତ୍ରୁଟି ଯୋଗୁଁ ୟୁପିଆଇ ପେମେଣ୍ଟ ପ୍ରଭାବିତ ହୋଇଛି। ୟୁପିଆଇ ସେବା ପ୍ରଭାବିତ ହେବା ଯୋଗୁଁ ଅନେକ ଉପଭୋକ୍ତା ପେମେଣ୍ଟ…