ଟୁଥପେଷ୍ଟରେ ଫ୍ଲୋରାଇଡ୍; ଡାବର ବିରୋଧରେ କୋର୍ଟରେ କୋଲଗେଟ୍
ନୂଆଦିଲ୍ଲୀ: ଟୁଥପେଷ୍ଟରେ ଫ୍ଲୋରାଇଡ୍ ସମ୍ପର୍କିତ ବିଜ୍ଞାପନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଡାବର ଓ କୋଲଗେଟ୍।
ଟୁଥପେଷ୍ଟରେ ଥିବା ଫ୍ଲୋରାଇଡ୍ ପିଲାମାନଙ୍କ ଉପରେ ପ୍ରତିକୂଳ ସ୍ୱାସ୍ଥ୍ୟ ପ୍ରଭାବ ପକାଇପାରେ। ଯେପରିକି ବୌଦ୍ଧିକ କ୍ଷମତା ହ୍ରାସ, ଦୁର୍ବଳ ହାଡ଼ ଏବଂ ଦାନ୍ତରେ ଦାଗ। ଏହି ଦାବିର…