Latest Odisha News

BREAKING NEWS

ଆଇପିଏଲରେ ଧୋନୀ ରଚିଲେ ଇତିହାସ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଇତିହାସ ରଚିଛନ୍ତି । ଧୋନୀ ଚେନ୍ନାଇର ଅଧିନାୟକ ପଦ ଛାଡିବା ପାଇଁ ଯେତେ ଚେଷ୍ଟା କରୁଥିଲେ ପଦ ଏହା ତାଙ୍କ ପିଛା ଛାଡୁନି । ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରିଯିବା ପରେ ଏବେ ଧୋନୀଙ୍କୁ ପୂନର୍ବାର ଦଳର…

ପୁରୁଷଙ୍କୁ ୧୦ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ଦେୟମୁକ୍ତ ଚିକିତ୍ସା ସୁବିଧା ମିଳୁ: ବିଜେଡି

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହା ସହିତ ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ମଧ୍ୟ ବଣ୍ଟନ କରିଛନ୍ତି । ଏହି ପ୍ରରିପେକ୍ଷିରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିଜୁ…

ବିଜେପି-ଏଆଇଏଡିଏମକେ ମେଣ୍ଟ ଘୋଷଣା; କେତେ ଫାଇଦା ନେବ ବିଜେପି?

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ବଡ ପରିବର୍ତ୍ତନ । ଆଗାମୀ ନିର୍ବାଚନ ଭାରତୀୟ ଜନତା ପାର୍ଟି ଓ ଏଆଇଏଡିଏମକେ ମିଶିକି ଲଢିବେ । ରାଜ୍ୟରେ ଏଆଇଏଡିଏମକେ ସହ ମେଣ୍ଟ ଘୋଷଣା କରିଛି ବିଜେପି । ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟ ସଂପର୍କରେ ଘୋଷଣା କରିଛନ୍ତି ।…

ପାରାଦୀପରେ ମାଛଧରା ବୋଟରୁ ଗୁଆ ଜବତ

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି। ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ ଡ୍ୟୁଟିରେ ଥିବା ଏକ ତଟରକ୍ଷୀ…

‘ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲି, ଗାଡି ମୋ ପାଖରେ ରହିବ’

ଭୁବନେଶ୍ବର: ଯାତ୍ରା ପାର୍ଟି ମାଲିକଙ୍କୁ କଳାକାର ପୀୟୁଷ ତ୍ରିପାଠୀ ଅଗ୍ରୀମ ଟଙ୍କା ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଏକ ହୋଟେଲ୍‌‌ରେ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ ମାଲିକଙ୍କୁ ସେମାନେ ଦେଇଥିବା ଅଗ୍ରୀମ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି ବୋଲି ପୀୟୁଷ…

୩ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ଡିକେଏମଏସ୍ ଅଧ୍ୟକ୍ଷ ମାଡକମ ଭୀମା ବୋଲି ଜଣାପଡିଛି । ଭୀମା ଉପରେ ୨ ଲକ୍ଷ ଟଙ୍କାର…

ମୂଷାମରା ଔଷଧ ଖାଇ ୬ ଶିଶୁ ଗୁରୁତର

ଢେଙ୍କାନାଳ: ମୂଷାମରା ଔଷଧ ଖାଇ ୬ ଶିଶୁ ଗୁରୁତର । ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ବେଲଟିକିରି ପଞ୍ଚାୟତ ଅନ୍ତର୍ଗତ ଜଙ୍ଖିରା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ । ମିଳିଥିବା ସୂଚନା…

ୱାଗନଆରର ପ୍ରତ୍ୟେକ ମଡେଲରେ ୬-ଏୟାରବ୍ୟାଗ୍ ସୁରକ୍ଷା

ହାଇଦ୍ରାବାଦ:ଭାରତର ସର୍ବାଧିକ ବିକ୍ରି ହେଉଥିବା କାର ମାରୁତି ସୁଜୁକି ୱାଗନଆର (Maruti Suzuki WagonR)ଏବେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯାଇଛି। ଏବେ ମାରୁତି ୱାଗନଆରର ପ୍ରତ୍ୟେକ ମଡେଲରେ ଛଅଟି ଏୟାରବ୍ୟାଗ ରହିବ। ଗତ ୪ ଆର୍ଥିକ ବର୍ଷ ଧରି ଭାରତୀୟ ବଜାରରେ ମାରୁତି ୱାଗନଆର…

ଓଡିଶାରେ ପ୍ରତିଷ୍ଠା ହେବ ଆଉ ୪ ମେଡିକାଲ କଲେଜ

କଟକ: ଓଡ଼ିଶାର ଆଉ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଖୁବ୍ ଶୀଘ୍ର ଆଉ ଦୁଇଟି କଲେଜ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଏହାବ୍ୟତୀତ ରାଜ୍ୟ ସରକାର ରାଜ୍ୟର ଆଉ…

କେକେଆର ପରେ ଆରସିବି ଘରୋଇ ପିଚକୁ ଦେଲା ଦୋଷ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ଟି ମ୍ୟାଚରୁ ୨ଟି ମୁକାବିଲାରେ ପରାଜିତ ହୋଇଛି । ଏହି ଦୁଇ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଘରୋଇ ପିଚରେ କ୍ରମାଗତ ପରାଜୟକୁ ଆରସିବି ଟିମ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରି ନାହିଁ । ଓଭରାଲ ଦେଖିବାକୁ…