ବଜାରର ଭେଜାଲ ଲିଚୁ ଏପରି ଚିହ୍ନନ୍ତୁ …
ଭୁବନେଶ୍ବର: ଏବେ ବଜାରରେ ଲିଚୁ ବହୁତ ମିଳୁଛି । ଗ୍ରୀଷ୍ମ ଋତୁର ଫଳ ହୋଇଥିବାରୁ ଏହି ସମୟରେ ବଜାରରେ ମିଳେ ଓ ଲୋକେ ମିଠା ଲିଚୁକୁ ମନଖୁସିରେ ଖାଇଥାଆନ୍ତି । କିନ୍ତୁ ଜାଣିଛନ୍ତି କିଛି ବିକ୍ରେତା ଲିଚୁର ସୌନ୍ଦର୍ଯ୍ୟ ଏବଂ ସେଲଫ ଲାଇଫ୍ ବୃଦ୍ଧି କରିବା ପାଇଁ କୃତ୍ରିମ ଭାବରେ ରଙ୍ଗ କିମ୍ବା…