ନବ ଦାସ ହତ୍ୟା ମାମଲା: ଘାଣ୍ଟୁଛି କ୍ରାଇମ୍ବ୍ରାଞ୍ଚ, ପତ୍ନୀଙ୍କୁ ୩ ଘଣ୍ଟା ପଚରା ଉଚରା
ଝାରସୁଗୁଡ଼ା: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ତଦନ୍ତରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ। ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩…