କଂଗ୍ରେସ ସାଂସଦ ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ: ନାଁ ନନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଆଟାକ୍। ନାଁ ନ ନେଇ ଗୌରବଙ୍କୁ ହିମନ୍ତ ବିଶ୍ବଶର୍ମାଙ୍କ କଡ଼ା ସମାଲୋଚନା। ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ ପୁଣି ଉଠାଇଲେ ହିମନ୍ତ ବିଶ୍ବଶର୍ମା। ଅପରେସନ୍ ସିନ୍ଦୂର ବାବଦରେ କଂଗ୍ରେସ ତାଲିକାକୁ ନେଇ ସମାଲୋଚନା…