ଖୁବ୍ଶୀଘ୍ର ଭାରତ ସହ ମିଶିବ ପିଓକେ! ପ୍ରସ୍ତୁତ ହେଉଛି ଭାରତ
ନୂଆଦିଲ୍ଲୀ: ପାକିସ୍ତାନୀ ନେତା ଏବଂ ସେନା ପାଇଁ ଏବେ ସବୁଠାରୁ ବଡ଼ ସଙ୍କଟ ଆସିଥିବା ଦେଖାଦେଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରେ ପାକିସ୍ତାନ ପିଓକେ ଉପରେ ନିୟନ୍ତ୍ରଣ ବଜାୟ ରଖିବାର ଏକ ସମସ୍ୟା ପାଲଟିଛି। କାରଣ ଭାରତ ଏବେ ସ୍ପଷ୍ଟ କରିଦେଇଛି ଯେ ଏବେ କେବଳ ପିଓକେକୁ ନେଇ ଆଲୋଚନା ହେବ।…