Latest Odisha News

BREAKING NEWS

ଏଠାରେ ଆୟୋଜିତ ହେଉଛି ଭୂତ ମେଳା

ମଲାଜପୁର: ବୈତୁଲ ଜିଲ୍ଲାର ମଲାଜପୁରରେ ଥିବା ପ୍ରସିଦ୍ଧ ଗୁରୁ ସାହେବ ବାବା ସନ୍ଥ ଦେବ ସମାଧି ସ୍ଥଳରେ ସବୁ ବର୍ଷ ଆୟୋଜିତ ହୁଏ ଘୋଷ୍ଟ ଫେୟାର ବା ଭୂତ ମେଳା । ପ୍ରାୟ ୪୦୦ ବର୍ଷ ହେବ ଏଠାରେ ଏହା ଆୟୋଜିତ ହୋଇ ଆସୁଛି । ପୌଷ ପୂର୍ଣ୍ଣିମାରୁ ଏହି ମେଳା ଆରମ୍ଭ ହୋଇଥାଏ । ରାଜସ୍ଥାନ,…

ପୋଖରୀରେ ବୁଡିଗଲେ ଦୁଇ ଭଉଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଖମାରପଲ୍ଲୀ ଗ୍ରାମର ନୂଆସାହି ହରିଜନ ସାହିର ଦୁଇ ଜଣ ଭଉଣୀ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ବୁଲୁ ନାଇକଙ୍କ ଦୁଇ ଝିଅ ୧୦ବର୍ଷର ଝିଅ ସାଲିନ ଏବଂ ୮ବର୍ଷର ସୋନାଲିକା। ରବିବାର…

ସ୍ତ୍ରୀର ଅଶ୍ଳୀଳ ଫୋଟ ଭାଇରଲ ଅଭିଯୋଗରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ସ୍ତ୍ରୀର ଅଶ୍ଳୀଳ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ଗଞ୍ଜାମ ଜିଲାର ବୁଗୁଡ଼ା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଡାଙ୍ଗିସାହିର ରାଜେନ୍ଦ୍ର ପ୍ରଧାନ ଓରଫ ମୁନା…

ଭାରତରେ ଏକ ନମ୍ବର ହଲିଉଡ ଫିଲ୍ମ ହେଲା ଅବତାର ୨

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ଫିଲ୍ମ ସାରା ବିଶ୍ୱରେ ଜବରଦସ୍ତ ବ୍ୟବସାୟ କରୁଛି । ରିପୋର୍ଟ ମୁତାବକ ଏହା ପାଖାପାଖି ୧୩ ହଜାର କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ରେକର୍ଡ ବ୍ୟବସାୟ ଜାରୀ ରଖିଛି । ରବିବାର ଆଡଭାନ୍ସ ବୁକିଂ ରିପୋର୍ଟ ଆସିବା ପରେ ଏହା ୩୭୨.୨୫…

ବିଶ୍ବର ସର୍ବକ୍ଷୁଦ୍ର ହକି ଷ୍ଟିକ

ବ୍ରହ୍ମପୁର: ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିରଳ କଳା କୃତି। ମାତ୍ର ୧ ଏମଏମ ଲମ୍ବ ହକି ଷ୍ଟିକ୍‍ ତିଆରି କରିଛନ୍ତି। ଓଡ଼ିଶାରେ ବିଶ୍ୱକପ୍‍ ହକି ଆୟୋଜନ ଅବସରରେ ସତ୍ୟଙ୍କ କଳାକୃତି କାଠରେ ୨ଟି ହକିଷ୍ଟିକ୍‍ ତିଆରି କରିଛନ୍ତି ଯାହାର ଲମ୍ବ ୧ଏମ୍‍ଏମ୍‍ ଏବଂ ଓସାର…

ବସ ଦୁର୍ଘଟଣାରେ ଚାଲିଗଲା ୪୦ଜଣଙ୍କ ଜୀବନ, ସେନେଗାଲରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସେନେଗାଲରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ୨ଟି ବସ କାଫରିନରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ୮୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗୋଟିଏ ବସର ଟାୟାର ଫାଟିଯିବାରୁ ଏହା ଭାରସମ୍ୟ ହରାଇ ଅନ୍ୟ ବସରେ ପିଟି…

ପାକିସ୍ତାନୀ ଅଭିନେତ୍ରୀ ସାଦିୟାଙ୍କୁ ଡେଟ କରୁଛନ୍ତି ଆର୍ଯ୍ୟନ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ପାକିସ୍ତାନ ଅଭିନେତ୍ରୀ ସାଦିୟା ଖାଁଙ୍କୁ ଡେଟ କରୁଥିବା ଖବର ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଉଭୟଙ୍କୁ ଏକତ୍ର ଫଟୋରେ ଦେଖିବା ପରେ ପ୍ରଶଂସକମାନେ ଏହା ଅନୁମାନ କରିଛନ୍ତି । ନୂଆ ବର୍ଷ ପାଳନ ଅବସରରେ ଦୁବାଇରେ…

ଜଣା ପଡିଲା ସୂର୍ଯ୍ୟକୁମାରଙ୍କ ସଫଳତାର ରହସ୍ୟ

ରାଜକୋଟ: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ପଛର ରହସ୍ୟ ଏବେ ଖୋଲିଛି । ୩୦ ବର୍ଷ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇବା ମୋ ଆନ୍ତର୍ଜାତୀୟ ସଫଳତା ଭୋକକୁ ବଢ଼େଇ ଦେଇଥିଲା । ତେବେ ଏହି ସଫଳତା ପଛରେ ମୋ ପତ୍ନୀ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ଏ…

ଭାରତ-ପାକ ସୀମାରେ ବିଏସଏଫ ମୁତୟନ କଲା ରାଡାର ଡ୍ରୋନ

ନୂଆଦିଲ୍ଲୀ: ବିଏସଏଫ ଆଜି ଜମ୍ମୁ ଅଂଚଳରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇ ପାରିବ । ସେହିପରି ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରା କାରୋବାରକୁ ମଧ୍ୟ ଏହା ମାଧ୍ୟମରେ ରୋକାଯାଇ…

ଭାରତ-ଶ୍ରୀଲଙ୍କା ତୃତୀୟ ଟି୨୦ ମ୍ୟାଚରେ ମନେ ରହିବ ଏହି ୧୦ ରେକର୍ଡ

ରାଜକୋଟ: ୩ୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇ ଭାରତ ୨-୧ରେ ସିରିଜ ଜିତିନେଇଛି । ତେବେ ଏହି ମ୍ୟାଚରେ ୧୦ଟି ରେକର୍ଡ କିଛି ଦିନ ପାଇଁ ମନେ ରହିବ । ସେଗୁଡି ହେଲା- ୧. ୟୁଜଭେନ୍ଦ୍ର ଚହଲ ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଭୁବନେଶ୍ୱର କୁମାରଙ୍କ…