ନେପାଳରେ ରାଜତନ୍ତ୍ର Vs ଗଣତନ୍ତ୍ର
ନୂଆଦିଲ୍ଲୀ: ନେପାଳରେ ରାଜତନ୍ତ୍ର Vs ଗଣତନ୍ତ୍ର । ତେଜୁଛି ଅସନ୍ତୋଷର ନିଆଁ । ରାଜତନ୍ତ୍ର ସମର୍ଥନରେ ହିଂସା । ୨ଜଣଙ୍କ ମୃତ୍ୟୁ, ୧୧୦ରୁ ଅଧିକ ଆହତ । ନେପାଳରେ ପୁଣି ରାଜତନ୍ତ୍ର ପ୍ରତିଷ୍ଠା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ବିରୋଧ ପ୍ରଦର୍ଶନ ବେଳେ ବ୍ୟାପକ ହିଂସା…