ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ୪ ଘର
ବାଙ୍କୀ: ଗୋଷ୍ଠୀ ସଂଘର୍ଷରୁ ଜାଳିଦେଲେ ଘର । ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଜଳିଗଲା ୪ ବଖରା ଘର । ସେପଟେ ଗୋଷ୍ଠୀ ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନା…