Latest Odisha News

BREAKING NEWS

ପେଟ୍ ବନାଉଛନ୍ତି ଯୋଡି: ‘ଆର ୟୁ ଏ ଡଗ୍ ଲଭର..?…ରାଇଟ୍ ସ୍ବାଇପ୍’

ନୂଆଦିଲ୍ଲୀ: ରାଇଟ୍ ସ୍ବାଇପ୍….ଲେଫ୍ଟ ସ୍ବାଇପ୍….ଏବେ ଦୁନିଆ ମଡର୍ଣ୍ଣ ଡେଟିଂର ମଜା ନେଉଛି । ବିବାହ ବହୁ ଦୂରର କଥା, ପରସ୍ପର ସହ ଏବେ ନିଜର କମ୍ପାଟିବିଲିଟି ମ୍ୟାଚ ପାଇଁ ବିଭିନ୍ନ ପରୀକ୍ଷା କରୁଛନ୍ତି ଯୁବକ ଯୁବତୀ । ସେମାନଙ୍କ ଚାହିଦା ଦେଖି ବିଭିନ୍ନ ଡେଟିଂ ଆପ୍ ସେମାନଙ୍କ ପ୍ଲାଟଫର୍ମର…

ପୁଣି ବଡ଼ ଧରଣର ଏନକାଉଣ୍ଟର, ଜଣେ ମହିଳା ମାଓବାଦୀ ନିହତ

ଛତିଶଗଡ଼: ଦନ୍ତେୱାଡାରେ ବଡ଼ ଧରଣର ଏନ୍କାଉଣ୍ଟର । ବିଜାପୁରରେ ପୁଣି ମୁହାଁମୁହିଁ ହେଲେ ପୋଲିସ-ମାଓବାଦୀ । ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ବେଳେ ଏକାଧିକ ମୃତ୍ୟୁ ସନ୍ଦେହ । ସେପଟେ ଉକ୍ତ ସ୍ଥାନରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରିଛି…

ଆଜି ଇଦରେ ବି କାହିଁକି ଖୋଲା ଥିଲା ବ୍ୟାଙ୍କ୍?

ନୂଆଦିଲ୍ଲୀ: ଆଜି ମୁସଲମାନଙ୍କ ପର୍ବ ଇଦ-ଉଲ-ଫିତର । ଏକ ମାସର ବ୍ରତ ପରେ, ପବିତ୍ର ରମଜାନ ମାସ ଶେଷ ହେବାରୁ ସମଗ୍ର ଦେଶ ଇଦ୍-ଉଲ୍-ଫିତର ପର୍ବ ପାଳନ କରୁଛି । ତେବେ ରବିବାର ରାତିରେ ଦେଶରେ ଇଦ୍-ଉଲ୍-ଫିତରର ଚାନ୍ଦ ଦୃଶ୍ୟମାନ ହୋଇଥିବା ବେଳେ ଚାନ୍ଦ ଦେଖିବା ପରଠାରୁ ମୁସଲମାନ ସମ୍ପ୍ରଦାୟର…

ଶୀଘ୍ର ପୈଠ କରନ୍ତୁ ଟ୍ରାଫିକ୍ ଫାଇନ୍ : ନ ହେଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ତିନି ମାସରେ ଟ୍ରାଫିକ୍ ଇ-ଚାଲାଣ ପୈଠ କରିବାକୁ ପଡିବ। ଚାଲାଣ ନଦେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ବ୍ୟତୀତ, ଯେଉଁମାନେ ଏକ ଆର୍ଥିକ ବର୍ଷରେ ଲାଲ ସିଗନାଲ ଡେଇଁବା କିମ୍ବା ବିପଦପୂର୍ଣ୍ଣ ଡ୍ରାଇଭିଂ ପାଇଁ ତିନି ଥରରୁ ଅଧିକ…

ଓଡିଶାରେ ପ୍ରଥମ ଝୁଲା କାଚ ପୋଲ ବେଦବ୍ୟାସରେ ହେବ ନିର୍ମାଣ

ରାଉରକେଲା: ଓଡିଶାରେ ପ୍ରଥମ ଝୁଲା କାଚ ପୋଲ ନିର୍ମାଣ ହେବାକୁ ଯାଉଛି ରାଉରକେଲାର ବେଦବ୍ୟାସ ଠାରେ । ଏହି କାଚ ପୋଲ ଏପରି ନିର୍ମାଣ କରାଯିବ, ଯାତ୍ରୀ ଚାଲିକି ଗଲାବେଳେ ପାଦ ତଳେ ବ୍ରାହ୍ମଣୀ ନଦୀର ଏକ ମନୋରମ ଦୃଶ୍ୟ ଦେଖିପାରିବେ । ଏହି ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଲୋକପ୍ରିୟ ନିର୍ଦ୍ଦେଶକ ସନୋଜ ମିଶ୍ର

ମୁମ୍ବାଇ: ମହାକୁମ୍ଭରେ କଜ୍ୱଳ ଲଗା ଆଖି ଓ ମନମୋହକ ହସ ଯୋଗୁ ଭାଇରାଲ ହୋଇଥିବା ରୁଦ୍ରାକ୍ଷ ମାଳି ବିକୁଥିବା ଯୁବତୀ ମୋନାଲିସାଙ୍କୁ ଫିଲ୍ମ ପାଇଁ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଗିରଫ । ଦୁଷ୍କର୍ମ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ…

ଭାରତୀୟ ସେନାରେ ସାମିଲ ହେବ ଫୋର୍ସ ଗୁରଖା; ଜାଣନ୍ତୁ ଏହାର ଦାମ୍

ନୂଆଦିଲ୍ଲୀ: ଫୋର୍ସ ଗୁରଖା (Force Gurkha)ଭାରତୀୟ ସେନାରେ ସାମିଲ ହେବ । ଭାରତୀୟ ପ୍ରତିରକ୍ଷା ବାହିନୀ ପକ୍ଷରୁ ୨ ହଜାର ୯୭୮ ୟୁନିଟ୍ ଗୁରଖା ପାଇଁ ଅର୍ଡର ଦିଆଯାଇଛି । ଫୋର୍ସର ଏହି ଅଫ୍ ରୋଡିଂ ଏସୟୁଭି ଭାରତୀୟ ସେନା ଏବଂ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ କାର୍ଯ୍ୟ କରିବ। ପ୍ରତିରକ୍ଷା…

ଏୟାରପୋର୍ଟରୁ ଜବତ ଜୀବଜନ୍ତୁଙ୍କ ନୂଆସ୍ଥାନ ନନ୍ଦନକାନନ

ଭୁବନେଶ୍ଵର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । କୁନି କୁନି ସାପ, କଇଁଛ, ଗୋଧିଙ୍କ ପାଇଁ ଏବେ ନୁଆ ସ୍ଥାନ ପାଲଟିଲା ନନ୍ଦନକାନନ । ତେବେ କହିରଖୁଛୁ ଯେ ଏହି ସମସ୍ତ ଜୀବଜନ୍ତୁଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ କରିଥିଲା କଷ୍ଟମ ବିଭାଗ । ଏହାପରେ ଉକ୍ତ ଜୀବଜନ୍ତୁଙ୍କୁ ନନ୍ଦନକାନନରେ…

ଦୁଇ ଶ୍ରମିକଙ୍କୁ ଧକ୍କା ଦେଲା ଲାମ୍ବୋର୍ଗିନୀ କାର

ନୋଏଡା: ଦିଲ୍ଲୀର ନୋଏଡାର ସେକ୍ଟର ୯୪ରେ ଥିବା M3M ପ୍ରୋଜେକ୍ଟ ନିକଟରେ ଫୁଟପାଥରେ ବସିଥିବା ଦୁଇଜଣ ଶ୍ରମିକଙ୍କୁ ଏକ ଦ୍ରୁତଗାମୀ ଲାମ୍ବୋର୍ଗିନୀ କାର ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଏକ ଘରୋଇ…

କୁଲରରୁ ଥଣ୍ଡା ପବନ ବଦଳରେ ଗରମ ପବନ ଆସୁଛି କି? ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ଆସିଗଲାଣି। ଏବେ ଘରେ ଘରେ ଏସି ଏବଂ କୁଲର ଅନ୍ ହେଲାଣି । ଏହା ଗରମରୁ ଆରାମ ଦିଏ। ତେବେ ଜାଣିଛନ୍ତି କି କୁଲର ବ୍ୟବହାର କରିବା ସମୟରେ, ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର । କାରଣ ଆମେ ଅନେକ ସମୟରେ ଦେଖିଛୁ କୁଲରରୁ ଥଣ୍ଡା ପବନ…