Latest Odisha News

BREAKING NEWS

ଚୀନ ଭଳି ବ୍ରିଟେନରେ ସ୍ଥିତି ସାଂଘାତିକ କଲାଣି କରୋନା

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସାରା ଦୁନିଆ ଚିନ୍ତାରେ ରହିଛି । ଏବେ ବ୍ରିଟେନରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଲାଣି । ବିଟ୍ରେନର କୋଭିଡର ପଞ୍ଚମ ପ୍ରବାହ ଆରମ୍ଭ ହୋଇଥିବା କୁହାଯାଉଛି । କିନ୍ତୁ ସରକାର ନୂଆବର୍ଷରୁ ନିୟମିତ କୋଭିଡ୍ ତଥ୍ୟ ଦେବା…

ଗୁଜରାଟ ନିକଟରେ ପାକିସ୍ତାନୀ ବୋଟରୁ ଜବତ ହେଲା ୩୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀକୁ ସୋମବାର ଏକ ବଡ ସଫଳତା ହାତ ଲାଗିଛି । ଆରବ ସାଗର ଉପକୂଳରେ ସେମାନେ ଏକ ପାକିସ୍ତାନୀ ବୋଟକୁ ଜବତ କରିଛନ୍ତି । ଏହି ବୋଟରେ ୩୦୦ କୋଟି ଟଙ୍କାର ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଓ ୧୦ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି । ଡିସେମ୍ବର ୨୫ ଓ ୨୬ ରାତିରେ ଏହି…

ରୁଷର ହଟ ଜାସୁସ: ଆଲିୟାଙ୍କ ହନୀଟ୍ରାପରୁ ଖସିବା ଏକପ୍ରକାର ଅସମ୍ଭବ

ମସ୍କୋ: ରୁଷ ଗୋଇନ୍ଦା ବିଭାଗ ଏଜେନ୍ସି କେଜିବିର ଜଣେ ପୂର୍ବ ଏଜେଂଟ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ହନୀଟ୍ରାପରେ ଫସେଇ ତଥ୍ୟ ହାସଲ କରିବାରେ ଏହି ଟିମର ସମସ୍ତ ସଦସ୍ୟା ଧୂରନ୍ଧର । ଏମାନଙ୍କ ଜାଲରୁ ଖସିବା ଏକପ୍ରକାର ଅସମ୍ଭବ । ଏକ ସାକ୍ଷାତକାରରେ ଆଲିୟା ରୋଜା ଏହି ରହସ୍ୟ ଉପରକୁ କିଛି…

ଆଇସିୟୁ କ୍ୟାବିନ ନିକଟରେ ଝିଅର ବାହାଘର ଦେଖିବା ପରେ ଆଖି ବୁଜିଲେ ମାଆ

ଗୟା: ଝିଅ ବାହା ହେବ ଆଉ ମାଆ ଦେଖିବନି । ତାହା କେବେ ସମ୍ଭବ ନୁହେଁ । ତେବେ ଗୟାରେ ଜଣେ ମାଆ ତାଙ୍କ ଝିଅ ବାହାଘର ଦେଖିବା ପରେ ଆଖି ବୁଜି ଦେଇଛନ୍ତ । ଏହି ଘଟଣା ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଲଲନ କୁମାରଙ୍କ ସ୍ତ୍ରୀ ପୁନମ ବର୍ମା ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ…

ମାଇନସ ୭ ଡିଗ୍ରୀରେ ଶୁଟିଂ କରୁଥିଲେ ହିମାଂଶୀ, ନାକରୁ ରକ୍ତ ବାହରିଲା ତା ପରେ…

ମୁମ୍ବାଇ: ବିଗ ବସ ୧୩ରେ ଅଂଶଗ୍ରହଣ କରିଥିବା ପଞ୍ଜାବୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କୁ ରୋମାନିଆର ଡାକ୍ତରଖାନାରେ ଭର୍ତି କରାଯାଇଛି । ହିମାଂଶୀ ଫତେ ଦେ ୟାର ବଡେ ନେ ଫିଲ୍ମର ଶୁଟିଂରେ ଅଂଶଗ୍ରହଣ କରିବା ପାଇଁ ରୋମାନିଆ ଯାଇଥିଲେ । ସେ ସାମାନ୍ୟ ଅସୁସ୍ଥ ଥିଲେ ମଧ୍ୟ…

ବିଜେଡିର ୨୫ ବର୍ଷ ପୂର୍ତ୍ତିରେ ୨୦୨୪ ପାଇଁ କି ସଂକେତ ଦେଲେ ନବୀନ ?

ପୁରୀ: ଶଙ୍ଖକ୍ଷେତ୍ର ପୁରୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳର ୨୫ ବର୍ଷ ପୂର୍ତ୍ତିରେ ବିଜେଡି ପୁରୀର ତାଳବଣିଆରେ ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରିଥିବା ବେଳେ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଓଡ଼ିଶା, ଓଡ଼ିଶାବାସୀଙ୍କ ପାଇଁ ବିଜେଡି ଲଢ଼ୁଛି, ଆଗକୁ ଲଢ଼ିବ ବୋଲି ନବୀନ କହିବା…

ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି: ରୂପକୁମାର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହି ଘଟଣା ଦବି ଆସୁଥିବା ବେଳେ ଆଜି ପୁଣି ଜଣଙ୍କ ବୟାନ ଏହାକୁ ପୁନର୍ବାର ଆଲୋଚ୍ୟ ବିଷୟ କରିଦେଇଛି । ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି…

ଜନବସତି ମୁହାଁ ହାତୀପଲ, ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘରଦ୍ୱାର

ରାୟଗଡ଼ା/କାମାକ୍ଷାନଗର: ହାତୀ ମାତିଛି । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛି । ମଣିଷକୁ କଚାଡ଼ି ମାରି ଦେଉଛି । ଉପକୂଳରୁ ଉପାନ୍ତ ସବୁଠି ହାତୀ ଆତଙ୍କ ଦେଖିବାକୁ ମିଳୁଛି । ଜଙ୍ଗଲ ଛାଡ଼ି ହାତୀ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଠାରୁ ମାତ୍ର ୨…

କୋହଲିଙ୍କ ଫର୍ମ ଏବଂ ଆଉଟ ହେବା ଶୈଳୀରେ ଅସନ୍ତୋଷ ବ୍ୟକ୍ତ କଲେ ପିଲାବେଳର କୋଚ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ୨-୦ରେ କ୍ଲିନ ସୁଇପ କରିଥିଲେ ମଧ୍ୟ ବିରାଟ କୋହଲିଙ୍କ ପ୍ରଦର୍ଶନ ନିରାଶ କରିଛି । ସେ ୪ଟି ମ୍ୟାଚରେ ମାତ୍ର ୪୫ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ଫିଲ୍ଡିଂରେ ମଧ୍ୟ ଅନେକଗୁଡିଏ କ୍ୟାଚ ଡ୍ରପ କରିଛନ୍ତି । କୋହଲିଙ୍କ ପିଲାବେଳର କୋଚ…

ହଲିଉଡ ଫିଲ୍ମ ଦି ଟ୍ରାନ୍ସପୋର୍ଟରର ରିମେକରେ ଟାଇଗର-ହ୍ରିତିକ

ମୁମ୍ବାଇ: ହିନ୍ଦୀ ସିନେମାରେ ଏବେ ରିମେକର ଯୁବ ଚାଲିଛି କହିଲେ ଭୁଲ ହେବନି । ସାଉଥ ସୁପରହିଟ ଫିଲ୍ମର କ୍ରମାଗତ ରିମେକ ପରେ ଏବେ ହଲିଉଡ ଉପରେ ନଜର ପକାଇଛି ବଲିଉଡ । ରିପୋର୍ଟ ମୁତାବକ ବହୁ ଚର୍ଚ୍ଚିତ ଫ୍ରେଂଚ ଆକ୍ସନ ଥ୍ରୀଲର ଦି ଟ୍ରାନ୍ସପୋର୍ଟରର ରିମେକରେ ଅଭିନୟ କରିବାକୁ ଯାଉଛନ୍ତି…