ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ
ନୁଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ଝଟକା । ଲଗାତାର ଦୁଇ ଦୁଇଟି ଭୂମିକମ୍ପରେ ଥରିଲା ମାଟି । ରିକ୍ଟର ସ୍କେଲରେ ତୀବ୍ରତା ଗୋଟେ ୭.୨ ଥିବା ବେଳେ ଅନ୍ୟଟି ୭.୦ ରେକର୍ଡ କରାଯାଇଛି । ଭୂକମ୍ପରେ ଏଯାଏଁ କ୍ଷୟକ୍ଷତି ସୂଚନା ମିଳିନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ…