ହାଇଆଲର୍ଟରେ ଚଣ୍ଡିଗଡ଼: ବାଜିଲା ଯୁଦ୍ଧ ସାଇରନ୍
ନୂଆଦିଲ୍ଲୀ: ଚଣ୍ଡିଗଡ଼ ଉପରେ ପାକିସ୍ତାନ କରିପାରେ ଆକ୍ରମଣ । ଜାରି ହେଲା ହାଇ ଆଲର୍ଟ। ସତର୍କ ଜାରି କରି ବାଜିଲା ଯୁଦ୍ଧ ସାଇରନ। ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ବାୟୁସେନା ଷ୍ଟେସନ୍ ପକ୍ଷରୁ ଆକାଶ ମାର୍ଗରେ ଏହି ସତର୍କତା ଜାରି କରାଯାଇଛି। ସାଇରନ୍ ବଜାଇ ଚଣ୍ଡିଗଡ ବାସିନ୍ଦାମାନଙ୍କୁ ଘର…