ସଂଶୋଧନ ହେଲା ରାଉରକେଲା-ପୁରୀ ବନ୍ଦେ ଭାରତ ସେବା, ମଙ୍ଗଳବାର ଛାଡ଼ି ସବୁଦିନ ଚାଲିବ
ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ସେବାରେ ସଂଶୋଧିତ କରାଯାଇଛି । କେବଳ ମଙ୍ଗଳବାରକୁ ବାଦ୍ ଦେଲେ ଅନ୍ୟ ଦିନ ମାନଙ୍କରେ ଜାରି ରହିବ ଟ୍ରେନ୍ ସେବା । ପୂର୍ବରୁ ଶନିବାର ବ୍ୟତିତ ସବୁ ଦିନ ଚଳାଚଳ କରୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ ।
ସଂଶୋଧିତ ହୋଇଥିବା ସମୟ ସୂଚୀ:-…