Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ସିରିଜ ଖେଳି ନ ପାରନ୍ତି ରୋହିତ: ରିପୋର୍ଟ

ନୂଆଦିଲ୍ଲୀ: ବର୍ଷକ ମଧ୍ୟରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ୨ଟି ଆଇସିସି ଟ୍ରଫି ଜିତିଛି । ଏବେ ଏକ ରିପୋର୍ଟ ଅନୁସାରେ ରୋହିତ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି । ସେ ବ୍ୟକ୍ତିଗତ ଭାବେ ବୋର୍ଡକୁ ଏ ନେଇ ମନା କରିଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।…

ହ୍ବିଲଚେୟାରରେ ଦିବ୍ୟାଙ୍ଗଙ୍କ ବଞ୍ଜି ଜମ୍ପିଂ, ଭୁରିଭୁରି ପ୍ରଶଂସା କଲେ ଗୌତମ ଆଦାନୀ

ଋଷିକେଶ: ହ୍ବିଲଚେୟାରରେ ଦିବ୍ୟାଙ୍ଗଙ୍କ ବଞ୍ଜି ଜପିଂ। ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଗୁରୁବାର ତାଙ୍କ ଅଫିସିଆଲ୍ 'ଏକ୍ସ' ହ୍ୟାଣ୍ଡେଲ୍‌ରୁ ଜଣେ ଦିବ୍ୟାଙ୍ଗ କର୍ମଚାରୀଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆଦାନୀ ଗ୍ରୁପରେ କାମ କରୁଥିବା କେ ମେହେତାଙ୍କୁ…

ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର: ଏଣିକି ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏମାନଙ୍କୁ ଏହି ଯୋଜନାରେ ସାମିଲ କରିବେ ରାଜ୍ୟ ସରକାର। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହା ସହିତ ଏହି ୨ଟି ଶ୍ରେଣୀର…

ଶୀଘ୍ର ବଜାରକୁ ଆସିବ Oppo Find X8S; ଜାଣନ୍ତୁ ଫିଚର..

ନୂଆଦିଲ୍ଲୀ: ୨୦୨୫ ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଅନେକ ଟେକ୍ ଜଏଣ୍ଟ ପ୍ରଥମ ତିନି ମାସରେ ଏକରୁ ଅଧିକ ସ୍ମାର୍ଟଫୋନ୍ ଲଞ୍ଚ କରିଥିବାବେଳେ ଅନେକ ଫୋନ୍ ବଜାରକୁ ଆସିବାକୁ ପ୍ରସ୍ତୁତ ଅଛି। ଏହି ସମୟରେ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ…

ଔରଙ୍ଗଜେବ: ସମାନ ଶାସକ, କିନ୍ତୁ ଦୁଇ ଦେଶରେ ଦୁଇଟି ଭିନ୍ନ ପ୍ରତିଛବି

ନୂଆଦିଲ୍ଲୀ: ଆମ ଦେଶର ଇତିହାସ ପୃଷ୍ଠା ଗୁଡିକୁ ଖୋଲିଲେ ଅନେକ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଆପଣ କେବେବି ବିଶ୍ଵାସ କରିପାରିବେନି । ସେହି ଇତିହାସ ପୃଷ୍ଠାରେ ସବୁଠାରୁ ବେଶି ଧ୍ୟାନ କୈନ୍ଦ୍ରିତ କରିଥାଏ ମୋଗଲ ସାମ୍ରାଜ୍ୟ ଏବଂ ତାଙ୍କ ରାଜାଙ୍କ ମାନଙ୍କ କଥା । ସେହି ଇତିହାସରେ ଏପରି…

୬୪ ବର୍ଷ ପରେ ନିଜର ସ୍ବପ୍ନର ବିବାହ କଲେ ଦମ୍ପତ୍ତି: ଆଶୀର୍ବାଦ ଦେଲା ପୂରା ଇଣ୍ଟରନେଟ୍

ଅହମ୍ମଦାବାଦ: ୬୪ ବର୍ଷ ପୂର୍ବେ ଘଣୁ ପଳାଇ କରି କରିଥିଲେ ବିବାହ । ସାଧା ସିଧା ବିବାହରେ ନିଜର ନୂଆ ଜୀବନ ଆରମ୍ଭ କରିଥିଲେ ଦମ୍ପତି, ହେଲେ ଏବେ ୬୪ ବର୍ଷ ପରେ, ଜୀବନର ସମସ୍ତ ଦାୟିତ୍ବ ଏବଂ କର୍ତ୍ତବ୍ୟ ତୁଲାଇବା ପରେ, ଏବେ ନିଜର ସ୍ବପ୍ନରେ ଜୀବନକୁ ପୁଣି ଥରେ ବଞ୍ଚିଛନ୍ତି ଗୁଜୁରାଟର ଜଣେ…

‘ଡମି ସ୍କୁଲ’ ପିଲା ଦେଇପାରିବେନି +୨ ପରୀକ୍ଷା

ନୂଆଦିଲ୍ଲୀ: 'ଡମି ସ୍କୁଲ'ରେ ପାଠ ପଢୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ବଡ ଝଟକା । ଦେଇପାରିବେନି +୨ ପରୀକ୍ଷା । ସିବିଏସ୍ଇ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ଡମି ସ୍କୁଲରେ ଶିକ୍ଷା ଲାଭ କରୁଥିବା ଛାତ୍ରମାନଙ୍କୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ହାଜର ହେବାକୁ ଦିଆଯିବ…

ସମସ୍ତ ସେନା ବିଭାଗର ପୋଷାକର ରଙ୍ଗ କିଏ ନିର୍ଣ୍ଣୟ କରେ, ଏପରି ରଙ୍ଗର କାରଣ କ’ଣ?

ନୂଆଦିଲ୍ଲୀ: ଦେଶରେ କେଶରୀ ରଙ୍ଗକୁ ନେଇ ଅନେକ ଦଙ୍ଗା ହୋଇଛି । କେତେବେଳେ ଅଭିନେତ୍ରୀଙ୍କ କେଶରୀ ରଙ୍ଗର ପୋଷାକକୁ ନେଇ ବିବାଦ ହୁଏ ତ କେତେବେଳେ କେଶରୀ ଟିସୁ ପେପରକୁ ନେଇ ହଙ୍ଗାମା । ଏବେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନଡିଆରଏଫ୍ ର କେଶରୀ ରଙ୍ଗର ପୋଷାକ ଉପରେ ଏକ ଆକର୍ଷଣୀୟ ମନ୍ତବ୍ୟ…

ଏମିତି ମନ୍ଦିର: ଯେଉଁଠି ଥାଳି କି ପତ୍ରରେ ନୁହେଁ, ଚଟାଣରେ ପ୍ରସାଦ ଖାଆନ୍ତି ଭକ୍ତ

ବେଙ୍ଗାଲୁରୁ: ମନ୍ଦିର ପ୍ରସାଦ ଖାଇବାକୁ କାହାକୁ ଅବା ଭଲ ନଲାଗେ। ପୂଜା ପର୍ବରେ ପ୍ରସାଦ ସେବନ ଏକ ପ୍ରକାର ରୀତିନୀତି କହିଲେ ଭୁଲ ହେବନି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ଏକ ମନ୍ଦିର ଅଛି ଯେଉଁଠିକାର ପ୍ରସାଦ ବେଶ ପ୍ରସିଦ୍ଧ। ସବୁଠୁ ବେଶୀ ଆଶ୍ଚର୍ଯ୍ୟ କଥା ହେଉଛି ଏହି ମନ୍ଦିରରେ ଥାଳି…