ଘାଟିରେ ଓଲଟିଲା ବସ୍: ୩ ଗୁରୁତର, ୨୩ ଆହତ
ରାୟଗଡ଼ା: କୋଲନରା ବ୍ଳକ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ମା ବାଙ୍ଗାରାମା ନାମକ ବସ୍। ବସ୍ରେ ଯାତ୍ରୀ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୨୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେଥିମଧରୁ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ…