ପ୍ରଚଣ୍ଡ ରୌଦ୍ର ତାପ: ଏହି ୬ ଜିଲ୍ଲାକୁ ସତର୍କ ଜାରି….
ଭୁବନେଶ୍ବର: ଜଳିବ ଓଡିଶା । ଆହୁରି ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବ ତାପମାତ୍ରା । ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା ଏସଆରସିଙ୍କ ଅଫିସ୍ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ…