Latest Odisha News

BREAKING NEWS

ପୋଲିସ ଏନକାଉଣ୍ଟରରେ PLFI କମାଣ୍ଡର ଶ୍ରବଣ ଆହତ; ସର୍ଚ୍ଚ ଅପରେସନ ଜାରି

ରାଞ୍ଚି: ରବିବାର ସକାଳେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସକାଳେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନିଷିଦ୍ଧ ଉଗ୍ରବାଦୀ ସଂଗଠନ PLFI ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ PLFI ସଂଗଠନର ଟପ୍ କମାଣ୍ଡର ଶ୍ରବଣ ଦାସ ନାମକ…

India Squad for England ODI Series: ଭାରତୀୟ ODI ଦଳ ଘୋଷଣା, ଯଶସ୍ୱୀ ଜୟସ୍ୱାଲ ଆଉଟ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହ ଦଳକୁ ଫେରିଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ସତ୍ତ୍ୱେ ଯଶସ୍ୱୀ ଜୟସ୍ୱାଲଙ୍କୁ ବାଦ୍ ଦିଆଯାଇଛି। ଦଳର ଅଧିନାୟକ ଶୁଭମନ…

ନୂଆ ବିଶ୍ୱରେକର୍ଡ କଲେ ଭାରତର ବୈଭବ ସୂର୍ଯ୍ୟବଂଶୀ

ଡାମ୍ବୁଲା: ତ୍ରିରାଷ୍ଟ୍ରୀୟ ସିରିଜ କ୍ରିକେଟ ଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଶ୍ରୀଲଙ୍କା ଏ ବିପକ୍ଷ ଫାଇନାଲରେ ବୈଭବ ୧୧ ବଲରେ ଅର୍ଦ୍ଧଶତକ ହାସଲ କରି ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ମ୍ୟାଚରେ ସେ ୨୯ ବଲରେ ୯୪…

ନୌସେନାରେ ସାମିଲ ହେଲା ୩ ସ୍ୱଦେଶୀ ଯୁଦ୍ଧଜାହାଜ;ସାମୁଦ୍ରିକ ଶକ୍ତି ଅର୍ଥନୈତିକ ଏବଂ ରଣନୈତିକ ଶକ୍ତିର ପ୍ରମୁଖ ପରିଚୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭାରତୀୟ ନୌସେନାକୁ ତିନୋଟି ନୂତନ ଯୁଦ୍ଧଜାହାଜ(Three frontline warships – INS Dunagiri, INS Sanshodhak, and INS Agray) ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱଦେଶୀ…

ଏସଆଇଆରରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: ରାଜ୍ୟରେ ଚାଲୁ ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ୯୯.୬୨ ପ୍ରତିଶତ ଅର୍ଥାତ ୩ କୋଟି ୩୨ ଲକ୍ଷ ୭୨ ହଜାର ୩୦୮…

‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ଼ ହିଂସା ଘଟଣା…

ରାୟଗଡା: ରାୟଗଡା ଜିଲ୍ଲା ପୋଲିସ କଲ୍ୟାଣସିଂହପୁରରେ ସମ୍ପ୍ରତି ଘଟିଥିବା ଭିଡ଼ ହିଂସାକି 'ରେଡ୍ ଫ୍ଲାଗ୍' ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛି। ଯେଉଁଠାରେ ଦୁଇଜଣ ଏନଜିଓ ଇଣ୍ଟର୍ନଙ୍କୁ ପିଲା ଚୋର ଭାବି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା। ରାୟଗଡା ପୋଲିସ ଅଧିକ୍ଷକ ରାଜ ପ୍ରସାଦ…

ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ

କଟକ: ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ରବିବାର ଦିନ ଟ୍ରେନ ଯାତ୍ରା ସମୟରେ କଟକରେ ଜଣେ ଗର୍ଭବତୀ ମହିଳା ଯମଜ ଶିଶୁକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁଯାୟୀ, ମହିଳା ଜଣକ କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମ ଶିଶୁକୁ ଏବଂ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ…

Puri Temple:ଶ୍ରୀମନ୍ଦିରରୁ ଧରାପଡିଲେ ଫେକ୍ ଆର୍ମି ଅଫିସର

ପୁରୀ:ପୁରୀ ଶ୍ରୀମନ୍ଦିରରେ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ଭିତରୁ ଫେକ୍ ଆର୍ମି ଧରା ପଡିଛନ୍ତି । ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମି ୟୁନିଫର୍ମ ସହ କାନ୍ଧରେ ଅଶୋକ…

CM Vijay Photo Row: ସ୍କୁଲ୍ କ୍ଲାସରୁମ୍‌ରେ ବିଜୟଙ୍କ ଫଟୋ ଲଗାଇ ରିଲ୍ସ! TVKକୁ ଟାର୍ଗେଟ୍ କଲେ ଅନ୍ନାମଲାଇ

ଚେନ୍ନାଇ: ତାମିଲନାଡୁରେ ପୁଣି ତେଜିଛି ହୋଇଛି ରାଜନୈତିକ ବିବାଦ। ଅଭିନେତାରୁ ତାମିଲନାଡୁର ସିଧା ମୁଖ୍ୟମନ୍ତ୍ରୀ ପାଲଟିଥିବା ଥାଲାପତି ବିଜୟ ଏବେ ନୂଆ ସରକାରଙ୍କୁ ନେଇ ବେଶ୍ କ୍ରିୟାଶୀଳ । ହେଲେ ପ୍ରତିଥର ତାଙ୍କ ସମର୍ଥକଙ୍କ କାର୍ଯ୍ୟ ଦ୍ବାରା ଅଡୁଆରେ ଫସିଯାଉଛନ୍ତି ବିଜୟ । ତାମିଲଗା ଭେଟ୍ରି…

ନ୍ୟାୟ ମାଗି ନିରାଶ ହେଲେ ଯୁବକ!ଥାନା ଆଗରେ ଜୀବନ ହାରିଲେ

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା। ଯୁବକ ଜଣକ ହେଲେ କାମତା ଗାଁର ଦୀପକ କୁମାର ବାରିକ । ବେକରେ ଗାମୁଛା ଲଗାଇ କୁଳିଅଣା ଥାନା ନିକଟରେ ଏକ ପରିତ୍ୟକ୍ତ ଘରୁ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରି ପ୍ରଥମେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ…