Latest Odisha News

BREAKING NEWS

କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି…

ପାକିସ୍ତାନ ପାଇଁ ଚାରିଆଡୁ ବିପଦ !

ନୂଆଦିଲ୍ଲୀ: ପାକିସ୍ତାନର ମୁଣ୍ଡବିନ୍ଧା ବଢାଇଛି ବଲୁଚିସ୍ତାନ । ଜାଫର ଏକ୍ସପ୍ରେସ ଟ୍ରେନ୍ ହାଇଜାକ୍ ହେଉ କି ନୌସକିରେ ସେନା ଉପରେ ଆକ୍ରମଣ ଘଟଣା, ବଲୁଚିସ୍ତାନ ସ୍ଥିତି ଏବେ ପାକିସ୍ତାନ ନିୟନ୍ତ୍ରଣ ବାହାରେ । ହିଂସା ବଢୁଥିବା ବେଳେ ପାକିସ୍ତାନ ସେନାକୁ ବାରମ୍ବାର ଟାର୍ଗେଟ୍ କରାଯାଉଛି ।…

ପୁରୀରେ ‘ବାଣ’ ରେଡ୍, ପୂଜା ସାମଗ୍ରୀ ନାଁରେ ଚାଲିଥିଲା ଗୋଦାମ

ପୁରୀ: ପୁରୀ ନବକଳେବର ରୋଡ୍‌ରେ ବଡ଼ ଧରଣର ବାଣ ରେଡ୍ କରାଯାଉଛି। ଏକ ପୂଜା ସାମଗ୍ରୀ ଗୋଦାମରେ ଚାଲିଛି ରେଡ୍। ବିପୁଳ ବାଣ ଜବତ ହୋଇଛି। ବାଣ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ଏକ ଗୋଦାମ ଘରେ ଚଢ଼ାଉ କରି ବାଣ ଜବତ କରିଛି ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ସହ ବାଣ ଜବତ…

ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ। ତେବେ ରାସନକାର୍ଡ ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା ୮୭୮୪୪। ସେହିପରି ରାଜ୍ୟରେ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ୍‌ ଦିଆଯାଇଛି। ମୃତ୍ୟୁ ପରେ ବି ଏହି ଲୋକମାନଙ୍କ ନାମରେ ରାସନ୍‌ ସାମଗ୍ରୀ ନିଆଯାଉଥିଲା।…

ଓଡିଶାରୁ ଚାଇନା ଯାଉଛି ଲୁହା ପଥର: ଗଲାଣି ୧୮ ଲକ୍ଷ ମେଟ୍ରିକ୍ ଟନ୍

ଭୁବନେଶ୍ବର: ଖଣିଜ ପଦାର୍ଥରେ ଭରପୂର ଓଡିଶା ରାଜ୍ୟରୁ ଚାଇନା ନେଉଛି ଲୁହାପଥର । ରାଜ୍ୟରେ ଲୁହାପଥର ରପ୍ତାନୀରୁ ଆଦାୟ ହେଉଥିବା ରାଜସ୍ୱକୁ ନେଇ ତଥ୍ୟ ଦେବା ବେଳେ ଏହି ସୂଚନା ରଖିଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଜି ଗୃହରେ ଏନେଇ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏଣିକି ଜିଓ ହଟଷ୍ଟାରରେ ଫ୍ରି’ରେ ଦେଖିପାରିବେ ଆଇପିଏଲ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଜିଓ ହଟଷ୍ଟାରରେ ଫ୍ରି'ରେ ଦେଖିପାରିବେ ଆଇପିଏଲ। ଜିଓ ଏହାର ପୁରୁଣା ଏବଂ ନୂଆ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ପ୍ଲାନ୍‌ ସହିତ ନୂତନ ଜିଓ ସିମ୍‌ ସଂଯୋଗ ନେଇ କିମ୍ବା ଅତି…

ରାଜ୍ୟରେ ରହିଛି ଭରପୁର ସୁନା ଖଣି

ଭୁବନେଶ୍ଵର: ରାଜ୍ୟରେ ରହିଛି ଭରପୂର ସୁନା ଖଣି । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଥିବା ବେଳେ ଏବେ ଆହୁରି ୭ଟି ସ୍ଥାନରେ ସୁନା ଖଣି ଥିବା ନେଇ ସୂଚନା ମିଳିଛି । ଓଡିଶାର…

ସୁନା ରୂପାରେ ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର…

ନୂଆଦିଲ୍ଲୀ: ହୁ ହୁ ବଢି ଚାଲିଛି ସୁନା ଦର । ଦିନ ବଢିବା ସାଙ୍ଗେ ସାଙ୍ଗେ ସୁନା ଦରରେ ବି ରେକର୍ଢ ବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି, ୨୦ ମାର୍ଚ୍ଚ, ୨୦୨୫ ଗୁରୁବାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୯୦୬୨.୩ ଟଙ୍କା, ଯାହା…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଆୟୁଷ ଡାକ୍ତରଙ୍କ କଳାବ୍ୟାଜ୍‌ ଧାରଣ, ୨୭ରୁ କାର୍ଯ୍ୟବନ୍ଦ କରି ଦେବେ ଧାରଣା

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ମଧ୍ୟରେ ସରକାର ଆୟୁଷ ଡାକ୍ତରଙ୍କ ଦାବି ପୂରଣ ନକଲେ ୨୭ରୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୪୮୫ ଆୟୁଷ ଡାକ୍ତର। ଏହି ପରିପ୍ରେକ୍ଷୀରେ ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତର କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ। ଏ…