Latest Odisha News

BREAKING NEWS

ତରବରିଆ ଭାବେ ନିଷ୍ପତି ନେଇଗଲେ କି କିଶାନ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଈଶାନ କିଶାନ ତରବରିଆ ଭାବେ ଏକ ବଡ ନିଷ୍ପତି ନେଇ ଯାଇଛନ୍ତି । ଦୀପକ ଚହରଙ୍କ ବଲକୁ ଲେଗ ସାଇଡ ବାହାର ବଲକୁ ଈଶାନ ଠିକ ଭାବେ ଖେଳି ପାରି ନ ଥିଲେ । ୱିକେଟକିପର ଓ ବୋଲର ଅପିଲ ନ କରିବା…

‘ଦୂରଦର୍ଶନ ସମାଚାର’ର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀନିବାସ ମିଶ୍ରଙ୍କ ନିଧନ

ଭୁବନେଶ୍ୱର: ଭାରତୀୟ ସୂଚନା ସେବାର ସେବାନିବୃତ୍ତ ବରିଷ୍ଠ ଅଧିକାରୀ ତଥା ଭୁବନେଶ୍ୱର 'ଦୂରଦର୍ଶନ ସମାଚାର' ବିଭାଗର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ରୀନିବାସ ମିଶ୍ରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ।  ଭାରତ ସରକାରଙ୍କ…

ଜିଡିଏସ ନିଯୁକ୍ତି ଠକେଇ ମାମଲା; ରାଜ୍ୟର ୧୨ଟି ସ୍ଥାନରେ ସିବିଆଇର ଛାନଭିନ

ଭୁବନେଶ୍ବର: ୨୦୨୩ ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ଠକେଇ ମାମଲାର ତଦନ୍ତକୁ ନେଇ ଆଜି ସିବିଆଇ ରାଜ୍ୟର ପାଞ୍ଚଟି ଜିଲ୍ଲାର ୧୨ଟି ସ୍ଥାନରେ ବ୍ୟାପକ ଯାଞ୍ଚ ଚଳାଇଛି। ୨୦୨୩ ଜିଡିଏସ ନିଯୁକ୍ତି ପ୍ରକ୍ରିୟା ସମୟରେ କିଛି ପ୍ରାର୍ଥୀ ଚାକିରି ପାଇବା ପାଇଁ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍…

ନୀରଜଙ୍କ ଅନୁରୋଧ ରଖିଲେନି ପାକିସ୍ତାନର ଜାଭେଲିନ ଥ୍ରୋୟର

ନୂଆଦିଲ୍ଲୀ: ବେଙ୍ଗାଲୁରର କାନ୍ତିରାୱା ଷ୍ଟାଡିୟମରେ ମେ ୨୪ରେ କ୍ଲାସିକ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହେବ । ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପାକିସ୍ତାନର ଅର୍ଶାଦ ନଦୀମଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ । ଅର୍ଶାଦ ଏଥର ଅଲିମ୍ପିକ୍ସରେ…

୬.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତୁର୍କୀ

ନୂଆଦିଲ୍ଲୀ:ବୁଧବାର ଦିନ ହଠାତ୍ ଥରି ଉଠିଲା ତୁର୍କୀ । ଅପରାହ୍ନ ୩:୧୯ ରେ ଘଟିଥିବା ଏହି ଶକ୍ତିଶାଳୀ ଭୂମିକମ୍ପ କେବଳ ତୁର୍କୀରେ ନୁହେଁ ବରଂ ବୁଲଗେରିଆ, ଗ୍ରୀସ୍ ଏବଂ ରୋମାନିଆ ଭଳି ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଲୋକଙ୍କୁ ଭୟଭୀତ କରିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ଥିଲା,…

ହିନ୍ଦୁମାନେ କାହିଁକି ମନ୍ଦିର ପରିକ୍ରମା କରନ୍ତି? ଜାଣନ୍ତୁ କେଉଁ ଦିଗରୁ ଆରମ୍ଭ କରିବା ଉଚିତ

ନୂଆଦିଲ୍ଲୀ: ଆପଣ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ଆପଣ ଘଣ୍ଟି ବଜାଇ ପ୍ରଭୁଙ୍କୁ ସମ୍ମାନ ଜଣାଇଥାନ୍ତି। ଏହା ପରେ, ପ୍ରଭୁଙ୍କ ନିକଟରେ ପ୍ରଣାମ କରିବା ପରେ, ତାଙ୍କୁ ଉପାସନା କରିଥାନ୍ତି। ଏହା ପରେ ଆମେ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି। ସନାତନ ଧର୍ମର ଏକ…

ପହଲଗାମ୍‌ ଆକ୍ରମଣର ଦୃଢ଼ ଜବାବ ଦିଆଯିବ, କାହାରିକୁ ଛଡ଼ା ଯିବନି: ରାଜନାଥ ସିଂ

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା। ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର…

ଜୁଆ ଆଡ୍ଡା ଉପରେ ଚଢାଉ, ୨୩ ଯୁଆଡି ଗିରଫ

ନୂଆପଡ଼ା: କୋମନା ଥାନା ଅଞ୍ଚଳରେ ପୁଣି ଜୁଆ ଆଡ୍ଡା ଉପରେ ଚଢାଉ। ୨୩ ଜଣ ଯୁଆଡ଼ିଙ୍କ ସହ ବ୍ୟାପକ ଟଙ୍କା ଦୁଇ ଚକିଆ ଗାଡ଼ି, ଚାରି ଚକିଆ ଗାଡ଼ି ସହ ମୋବାଇଲ ଗୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ଜେଠୁପାଲି ଗ୍ରାମରେ ଏକ…

ଟିପିଏସଓଡିଏଲ୍ ପକ୍ଷରୁ ଗ୍ରୀଷ୍ମ ସୁରକ୍ଷା ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର: ସମଗ୍ର ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସଓଡିଏଲ୍) ଖରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସମ୍ଭାବ୍ୟ ବିଦ୍ୟୁତ ବିପଦରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ବ୍ୟାପକ ଗ୍ରୀଷ୍ମ କାଳୀନ ସୁରକ୍ଷା…

ଚାଲିଥିଲା ବେଆଇନ ଚିଡ଼ିଆଖାନା: ବନ୍ୟପ୍ରାଣୀ ବିଶେଷଜ୍ଞ ଲେଖିଲେ ଚିଠି, ହେଲା ଦୃଢ କାର୍ଯ୍ୟାନୁଷ୍ଠାନ

ଅନୁଗୁଳୁ: ଛେଣ୍ଡିପଦା ଅନ୍ତର୍ଗତ ପାତ୍ରପଡ଼ାରେ ଚାଲିଥିଲା ବେଆଇନ ଚିଡ଼ିଆଖାନା। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋକୁ ଚିଠି ଲେଖିବା ପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବନ ରେଞ୍ଜ ଅଧିକାରୀ ବର୍ତ୍ତମାନ…