ଆଇପିଏଲ ନ ଖେଳିବା ପାଇଁ ଅନ୍ୟ ବୋର୍ଡକୁ କହିଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ
କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଆୟୋଜକ ପାକିସ୍ତାନ ସମସ୍ତ କ୍ଷେତ୍ରରେ ଅପମାନିତ ହୋଇଛି । ଏହା ଦେଶର ଅନେକ ପୁରୁଣା ଖେଳାଳିଙ୍କୁ ପ୍ରତିକ୍ରିୟାଶୀଳ କରାଇଛି । ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ ଅନ୍ୟ ବୋର୍ଡକୁ ଆଇପିଏଲରେ ନ ଖେଳିବା ପାଇଁ ଅନୁରୋଧ କରିଛନ୍ତି । ଯଦି ବିସିସିଆଇ ତାର…