କାହିଁକି ନିଜ ନାମ ବଦଳାଇଥିଲେ ପଙ୍କଜ୍ ତ୍ରିପାଠୀ, ଅଭିନେତା କଲେ ବଡ଼ ଖୁଲାସା
ମୁମ୍ବାଇ: ପଙ୍କଜ ତ୍ରିପାଠୀ ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ 'ପଙ୍କଜ ତ୍ରିପାଠୀ'ଙ୍କ ପ୍ରକୃତ ନାମ 'ପଙ୍କଜ ତିୱାରୀ'। ସେ ନିଜର ଭାଗ୍ୟ ବଦଳାଇବା ପାଇଁ ନିଜର ଉପନାମ ପରିବର୍ତ୍ତନ କରିଥିଲେ।
ବିହାରର ଗୋପାଳଗଞ୍ଜରୁ ଆସିଥିବା ପଙ୍କଜଙ୍କୁ…