ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍ର ସଫଳ ପରୀକ୍ଷଣ
ବାଲେଶ୍ଵର: ଚାନ୍ଦିପୁର ଉପକୂଳରେ 'ଅସ୍ତ୍ର' ମିଜାଇଲ୍ର ସଫଳ ପରୀକ୍ଷଣ । ତେଜସ୍ ଏୟାରକ୍ରାଫ୍ଟ ଦ୍ବାରା 'ଅସ୍ତ୍ର'ର ସଫଳ ପରୀକ୍ଷଣ । ଟାର୍ଗେଟକୁ ହିଟ୍ କଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ 'ଅସ୍ତ୍ର' । ଆକାଶରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି ଥିବା ନେଇ ଜଣାପଡିଛି ।…