ଆମେରିକା-ୟୁକ୍ରେନ୍ ଶାନ୍ତି କଥାବାର୍ତ୍ତା ସଫଳ, ଅସ୍ତ୍ରବିରତି ପାଇଁ ୟୁକ୍ରେନ ରାଜି
ନୂଆଦିଲ୍ଲୀ: ରୁଷିଆ ବିରୋଧରେ ଅସ୍ତ୍ରବିରତି ପାଇଁ ସହମତି ହେଲା ୟୁକ୍ରେନ୍। ସାଉଦି ଆରବରେ ଆମେରିକା-ୟୁକ୍ରେନ୍ ଶାନ୍ତି କଥାବାର୍ତ୍ତା ହେଲା ସଫଳ। ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ମାନିଲା ୟୁକ୍ରେନ୍। ୟୁକ୍ରେନ୍ ପଦକ୍ଷେପକୁ ସ୍ବାଗତ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।…