ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍’ର ସିକ୍ବେଲରେ ନଜର ଆସିବେ ଝିଅ ଖୁସି କପୁର
ମୁମ୍ବାଇ: ଶ୍ରୀଦେବୀଙ୍କ ଶେଷ ଫିଲ୍ମ "ମମ୍" ୨୦୧୭ରେ ମୁକ୍ତିଲାଭ କରିଥିଲା। ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା ଏହି ଫିଲ୍ମ। ଏହାର କାହାଣୀଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏବେ ଶ୍ରୀଦେବୀ ଆଉ ଏହି ଦୁନିଆରେ ନାହାନ୍ତି।
କିନ୍ତୁ ପ୍ରଯୋଜକ ତଥା…